Only for Entertainment

ଜାଣନ୍ତୁ ଏସପ୍ତାହର ରାଶିଫଳ

youtube
0 45

ମେଷ: ରବିବାର: ଅପବ୍ୟୟର ସମ୍ଭାବନା। ସୋମ ଓ ମଙ୍ଗଳବାର: ପ୍ରୟାସରେ ସଫଳତା ମିଳିବ। ବୁଧ ଓ ଗୁରୁବାର: କୌଣସି ଶୁଭ ଖବର ମିଳିବ। ଶୁକ୍ର ଓ ଶନିବାର: କାରବାରରେ ନୂଆ ଅବସର ମିଳିବ।

ବୃଷ:ରବିବାର: ଅଚାନକ ଧନଲାଭ। ସୋମ ଓ ମଙ୍ଗଳବାର: ବନ୍ଧୁଙ୍କ ସହିତ ଭେଟ ସୁଖଦ ହେବ। ବୁଧ ଓ ଗୁରୁବାର: ନୂଆ କାମ ଆରମ୍ଭ କରିବେ। ଶୁକ୍ର ଓ ଶନିବାର: କୌଣସି ଫଇସଲା ତରବରିଆ ନିଅନ୍ତୁ ନାହିଁ।

ମିଥୁନ: ରବିବାର: ସ୍ଥଗିତ ଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର: କଠିନ ପରିଶ୍ରମର ସୁଫଳ ମିଳିବ। ବୁଧ ଓ ଗୁରୁବାର: ବ୍ୟବସାୟକୁ ନେଇ ଭଲ ଡିଲ୍‌ ହେବ। ଶୁକ୍ର ଓ ଶନିବାର: ଖୁସି ଖବର ପାଇବେ।

କର୍କଟ: ରବିବାର: ଧର୍ମ ପ୍ରତି ଆସ୍ଥା ବଢ଼ିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ ହେବ। ବୁଧ ଓ ଗୁରୁବାର: ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ଶୁକ୍ର ଓ ଶନିବାର: ଜମି କିଣିବା ଲାଗି ସମୟ ଭଲ।

ସିଂହ: ରବିବାର: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। ସୋମ ଓ ମଙ୍ଗଳବାର: କୌଣସି ବଡ଼ ମାମଲା ସମାଧାନ ହୋଇଯିବ। ବୁଧ ଓ ଗୁରୁବାର: ଚାକିରିଆଙ୍କୁ ଖୁସି ଖବର ମିଳିବ। ଶୁକ୍ର ଓ ଶନିବାର: ଭଲ କାମ ପାଇଁ ସମ୍ମାନିତ ହେବେ।

କନ୍ୟା: ରବିବାର: ଉପହାର ପାଇ ଖୁସି ହେବେ। ସୋମ ଓ ମଙ୍ଗଳବାର: ଆପଣଙ୍କୁ ବିଶେଷ କଥାର ସୂଚନା ମିଳିବ। ବୁଧ ଓ ଗୁରୁବାର: ଧର୍ମ କାର୍ୟ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଲକ୍ଷ୍ମୀଙ୍କର ଆଗମନ ହେବ।

ତୁଳା: ରବିବାର: ମାନପ୍ରତିଷ୍ଠା ବୃଦ୍ଧି। ସୋମ ଓ ମଙ୍ଗଳବାର: ବ୍ୟବସାୟୀଙ୍କୁ ଧନଲାଭ ହେବ। ବୁଧ ଓ ଗୁରୁବାର: ପୁରୁଣା ଚିନ୍ତା ସମାପ୍ତ ହେବ। ଶୁକ୍ର ଓ ଶନିବାର: ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ।

ବିଛା: ରବିବାର: କଳାତ୍ମକ ବିଷୟରେ ରୁଚି ରହିବ। ସୋମ ଓ ମଙ୍ଗଳବାର: ଅଧିକତର କାମ ପୂରା କରିପାରିବେ। ବୁଧ ଓ ଗୁରୁବାର: ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ। ଶୁକ୍ର ଓ ଶନିବାର: ଆୟର ସ୍ରୋତ ପ୍ରସ୍ତୁତ ହେବ।

ଧନୁ: ରବିବାର: ଅବସରର ଲାଭ ନିଅନ୍ତୁ। ସୋମ ଓ ମଙ୍ଗଳବାର: ମନରେ ନୂଆ ନୂଆ ବିଚାର ଆସିବ। ବୁଧ ଓ ଗୁରୁବାର: ଇଚ୍ଛା ପୂରା କରିବାର ପ୍ରୟାସ ସଫଳ ହେବ। ଶୁକ୍ର ଓ ଶନିବାର: ଆଗକୁ ବଢ଼ନ୍ତୁ, ସଫଳତା ମିଳିବ।

ମକର: ରବିବାର: ଦିନଟି ବଢ଼ିଆ ରହିବ। ସୋମ ଓ ମଙ୍ଗଳବାର: କୌଣସି ଉଚ୍ଚପଦ ପ୍ରାପ୍ତ ହେବ। ବୁଧ ଓ ଗୁରୁବାର: ଆପଣଙ୍କୁ ଧନଲାଭ ହେବ। ଶୁକ୍ର ଓ ଶନିବାର: ଆପଣଙ୍କ କାମର ପ୍ରଶଂସା ହେବ।

କୁମ୍ଭ: ରବିବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ସୋମ ଓ ମଙ୍ଗଳବାର: ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ବ୍ୟବସାୟରେ ଲାଭ ହେବ। ଶୁକ୍ର ଓ ଶନିବାର ମିତ୍ରଙ୍କ ସହଯୋଗରେ କିଛି ଆଶା ପୂରା ହେବ।

ମୀନ: ରବିବାର: କାରବାରରେ ବିସ୍ତାର ହେବ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ବୁଧ ଓ ଗୁରୁବାର: ବାହନ କିଣିବା ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଆପଣଙ୍କର ମାନସମ୍ମାନ ବଢ଼ିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More