Only for Entertainment

ଜାଣନ୍ତୁ ଆଜିର ରାଶିଫଳ

84

ମେଷ: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ଆପଣଙ୍କୁ କୌଣସି କାମରେ ଅନୁଭବି ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ବ୍ୟବସାୟରେ ପ୍ରଗତି ହେବ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୪।

ବୃଷ: ଆପଣଙ୍କ କାମରେ କିଛି ବାଧା ଆସିପାରେ। ଧୈର୍ଯ୍ୟ ଧରି କାମ କରନ୍ତୁ ଫାଇଦା ହେବ। କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ମିଥୁନ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ପରିଜନଙ୍କ ସହଯୋଗରେ ପ୍ରତିଟି ଜିନିଷକୁ ଆୟତ୍ତ କରିନେବେ। ପଡେ଼ାଶୀ ଲୋକ ଆପଣଙ୍କୁ ଦେଖି ଖୁସି ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

କର୍କଟ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ବ୍ୟବସାୟରେ ଉନ୍ନତି ହେବ। ପିଲା କୌଣସି କାମରେ ଆପଣଙ୍କର ସାହାଯ୍ୟ ନେଇ ପାରନ୍ତି। ଶୁଭରଙ୍ଗ: ଆକାଶିନୀଳ। ଶୁଭସ˚ଖ୍ୟା: ୩।

ସି˚ହ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ଭରା ରହିବ। କର୍ତ୍ତୃପକ୍ଷ ଆପଣଙ୍କ ପ୍ରଦର୍ଶନରେ ଖୁସି ରହିବେ। ଘରକୁ ମିତ୍ରଙ୍କ ଆଗମନରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

କନ୍ୟା: ଆପଣଙ୍କ କାମ ସହଜରେ ପୂରା ହୋଇଯିବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ପିଲାଙ୍କର ମହତ୍ବ କାମରେ ଆପଣଙ୍କର ପଇସା ଖର୍ଚ୍ଚ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ତୁଳା: ସମୟ ବହୁତ ଭଲରେ କଟିବ। ଆପଣ ସମସ୍ତଙ୍କୁ ସଙ୍ଗରେ ଧରି ଆଗକୁ ବଢ଼ିବେ। ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କର ଢେ଼ର‌୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ଘିଅରଙ୍ଗ। ଶୁଭସ˚ଖ୍ୟା:୧।

ବିଛା: ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ସବୁ କାମ ଭଲ ଢ଼ଙ୍ଗରେ ପୂରା କରିନେବେ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ଧନୁ: ଜୀବନସାଥୀଙ୍କ ସହିତ ବ୍ୟବସାୟର କଥା ଆଲୋଚନା କରିବେ। ପରିବାରରେ ଅଶାନ୍ତିର ମାହୋଲ ସମାପ୍ତ ହେବ। ନେତାଙ୍କ ସହିତ ସ˚ପର୍କ ମଜଭୁତ ହେବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୫।

ମକର: କିଛି ମାମଲାରେ ବଡ଼ଙ୍କ ପରାମର୍ଶ କାମରେ ଆସିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

କୁମ୍ଭ: ବ୍ୟବସାୟ ପରିବର୍ତ୍ତନରେ ଆପଣଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ଆର୍ଥିକ ପକ୍ଷରେ ଯଥେଷ୍ଟ ସୁଧାର ହେବ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୮।

ମୀନ: ପ୍ରଭୁଙ୍କ ଆରାଧନାରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ଆପଣ କିଛି ଭଲ କାମରେ ସହଯୋଗ ଦେଇ ପାରନ୍ତି। ସନ୍ତାନଙ୍କ ତରଫରୁ ଖୁସି ଖବର ପାଇବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା:୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More