Only for Entertainment

ଜାଣନ୍ତୁ ଆଜିର ରାଶିଫଳ

22

ମେଷ: ପରିବାର ଲୋକଙ୍କ ସହିତ ଖୁସିରେ ରହିବେ। ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ହୋଟେଲ ବ୍ୟବସାୟୀଙ୍କୁ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ବୃଷ: ମନରେ ନକରାତ୍ମକ ଭାବନା ଆସିପାରେ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ପରିବାରରେ ବିବାଦର ସ୍ଥିତି ଉପୁଜିପାରେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୩।

ମିଥୁନ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ଘରୋଇ ବିବାଦ ସମାପ୍ତ ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

କର୍କଟ: ସବୁ କାମ ସହଜରେ ହୋଇଯିବ। ଚାକିରିରେ କର୍ତ୍ତୃପକ୍ଷଙ୍କଠାରୁ ପ୍ରଶ˚ସା ଶୁଣିବାକୁ ମିଳିପାରେ। ବ୍ୟବସାୟରେ ଉନ୍ନତି। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୬।

ସି˚ହ: ସାରା ଦିନ ଉତ୍ସାହିତ ରହିବେ। ନୂଆ କାମରେ ରୁଚି ବଢ଼ିବ। ଆପଣଙ୍କ କ˚ପାନିକୁ ବଡ଼ ସୁଯୋଗ ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

କନ୍ୟା: ପୂଜାପାଠରେ ଅଧିକ ସମୟ ବିତିବ। ମନୋବଳ ଓ କାର୍ଯ୍ୟ ଦକ୍ଷତା ବଢ଼ିବ। ମହିଳାବନ୍ଧୁଙ୍କ ସହଯୋଗରେ ବ୍ୟବସାୟରେ ଲାଭ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୪।

ତୁଳା: ଲାଗିରହିଥିବା ସମସ୍ୟାର ସମାଧନ ହେବ। ବିନମ୍ର ସ୍ବଭାବ ଦ୍ବାରା ଅନ୍ୟ ଠାରୁ ସାହାଯ୍ୟ ପାଇବେ। ଜୀବିକା ଲାଗି ଭଲ ସୁଯୋଗ ମିଳିବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୩।

ବିଛା: ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସୁଯୋଗ ସୃଷ୍ଟି ହେବ। ଚାକିରିରେ ଉନ୍ନତି। ବ୍ୟବସାୟରେ ଲାଭ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୮।

ଧନୁ: ନୂଆ କାମ କରିବା ଲାଗି ଉତ୍ସାହିତ ରହିବେ। ଘରକୁ ବନ୍ଧୁବାନ୍ଧବ ଆସିପାରନ୍ତି। ଚାକିରିଜୀବୀଙ୍କ ଆର୍ଥିକ ପକ୍ଷ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ମକର: କାର୍ଯ୍ୟ କ୍ଷେତ୍ରରେ ପ୍ରସ୍ତୁତ କରିଥିବା ଯୋଜନା ଗୁପ୍ତ ରଖନ୍ତୁ, ନଚେତ୍ ଅନ୍ୟମାନେ ଫାଇଦା ନେବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୫।

କୁମ୍ଭ: ମନରେ ନୂଆ ବିଚାର ସୃଷ୍ଟି ହେବ। ଯୋଗ୍ୟତା ଅନୁସାରେ ଯଥେଷ୍ଟ କାମ ମିଳିବ। ଗୃହ ସ˚ପତ୍ତି କିଣିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ମୀନ: ଦିନଟି ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ପରିବାରର ପୂରା ସହଯୋଗ ପାଇବେ। ସୁସମ୍ବାଦ ପାଇବେ। ମହିଳାମାନେ ଜୀବନ ଯାତ୍ରାରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୯।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More