Only for Entertainment

ଜାଣନ୍ତୁ ଆଜିର ରାଶିଫଳ

21

ମେଷ: ଆପଣଙ୍କ ତର୍କ ଜ୍ଞାନକୁ ଅନ୍ୟମା‌େନ ପସନ୍ଦ କରିବେ। ବ୍ୟବସାୟିକ କାର୍ଯ୍ୟରେ ସଫଳତା। ଛାତ୍ରଙ୍କୁ ଭଲ ଫଳ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ବୃଷ: ଦିନଟି ଆପଣଙ୍କୁ କମ୍‌ ଲାଭ ଦେବ। ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତାର ମାର୍ଗ ଖୋଲିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୬।

ମିଥୁନ: ନୂଆ ବିଚାର ଦ୍ବାରା ଆର୍ଥିକ ଲାଭ ମିଳିବ। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ପ୍ରିୟତମଙ୍କ ସହ ମିଶିବା ପାଇଁ ଭଲ ସମୟ। ଶୁଭରଙ୍ଗ: ଘିଅରଙ୍ଗ। ଶୁଭସ˚ଖ୍ୟା: ୩।

କର୍କଟ: ରାଜନୀତିରେ ଥିବା ମହିଳାମାନଙ୍କୁ ଶୁଭଫଳ ମିଳିବ। ବ୍ୟବସାୟରେ ଆପଣ ବଡ଼ ସଉଦାର ଅ˚ଶୀଦାର ହୋଇପାରନ୍ତି। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୧।

ସି˚ହ: ନେତା ଆପଣଙ୍କୁ ବଡ଼କାର୍ଯ୍ୟ ଅର୍ପଣ କରିବେ। ଚାକିରିରେ ସଫଳତା। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

କନ୍ୟା: ପ୍ରିୟତମଙ୍କ ସହିତ ସମ୍ବନ୍ଧ ମଧୁର ହେବ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟରେ ଲାଭ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୨।

ତୁଳା: ଅଫିସରେ ଦାୟିତ୍ବପୂର୍ଣ୍ଣ କାମ ମିଳିପାରେ। ବ୍ୟବସାୟିକ କାରବାର ବଢ଼ିବ। ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୧।

ବିଛା: ସକରାତ୍ମକ ଭାବନାରେ ରହନ୍ତୁ। ସ୍ଥଗିତ କାର୍ଯ୍ୟ ପୂରଣ ହେବ। ଦୂରଯାତ୍ରା। ବ୍ୟବସାୟ ଲାଗି ଭଲ ସୁଯୋଗ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୫।

ଧନୁ: ଦିନଟି ଆତ୍ମବିଶ୍ବାସ ଭରା ରହିବ। ସାମାଜିକ ସମ୍ମାନ ବୃଦ୍ଧି। ପୁଞ୍ଜି ନିବେଶ ସ˚କ୍ରାନ୍ତରେ ଭଲ ପରାମର୍ଶ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ମକର: ଜୀବିକା ବାବଦରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଟଙ୍କା ଧାର ଦିଅନ୍ତୁ ନାହିଁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

କୁମ୍ଭ: ନିଜକୁ ସୁସ୍ଥ ଅନୁଭବ କରିବେ। ସମସ୍ତଙ୍କୁ ସାଥୀରେ ନେଇ ଚାଲିବାରେ ଚେଷ୍ଟା କରିବେ। ବେପାରରେ ଲାଭ। ଦାଂପତ୍ୟ ଜୀବନ ମଧୁର। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୨।

ମୀନ: ଆୟ ବୃଦ୍ଧି ଲାଗି ସୁଯୋଗ ପାଇବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଅଫିସରେ ସମସ୍ତଙ୍କର ସହଯୋଗ ମିଳିବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୯।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More