Only for Entertainment

ଜାଣନ୍ତୁ ଆଜିର ରାଶିଫଳ

16

ମେଷ: ଅନ୍ୟମାନଙ୍କ ସହ ମହତ୍ତ୍ବପୂର୍ଣ୍ଣ କଥା ଆଲୋଚନା କରି‌େବ। ଅର୍ଥ ଖର୍ଚ୍ଚ ବାବଦରେ ସତର୍କ ରହନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୪।

ବୃଷ: ରାଜନୀତିରେ ସଂପୃକ୍ତ ବ୍ୟକ୍ତିଙ୍କ ଲାଗି ଦୂର ସ୍ଥାନ ଭ୍ରମଣ ଯୋଗ। ଅନ୍ୟମାନଙ୍କ କଥା ଶୁଣିବାକୁ ଭଲ ଲାଗିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

ମିଥୁନ: ନିଜ କାର୍ଯ୍ୟରେ ସଫଳ ହେବେ। ଜୀବନସାଥୀଙ୍କ ପାଇଁ ଶୁଭ କମନା କରିବେ। ଅଫିସରେ ନୂଆ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୭।

କର୍କଟ: ସହଯୋଗୀଙ୍କ ଠାରୁ ସାହାଯ୍ୟ ମିଳିବ। ନିଜ ବ୍ୟବସାୟକୁ ନେଇ ନୂଆ ବିଚାର କରିବେ। ଦାଂପତ୍ୟ ଜୀବନରେ ଖୁସି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ସି˚ହ: ସହଯୋଗୀଙ୍କ ସହ ମିଶି କାମ କରନ୍ତୁ, ଲାଭ ପାଇବେ। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଲୋଚନାରୁ ଲାଭ ମିଳିବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୧।

କନ୍ୟା: ପୁରୁଣା ଅନୁଭବକୁ ପ୍ରୟୋଗ କରି କାର୍ଯ୍ୟରେ ସଫଳ ହେବେ। ସାମାଜିକ ମାନ-ସମ୍ମାନ ବୃଦ୍ଧି। ପରିବାରରେ ଖୁସି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ତୁଳା: ବିଶେଷ କାର୍ଯ୍ୟରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୩।

ବିଛା: ସାମାଜିକ କାର୍ଯ୍ୟରେ ନିୟୋଜିତ ହେବେ। ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଚାକିରିଜୀବୀଙ୍କୁ ଲାଭ ମିଳିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ଧନୁ: ଲାଭ ଓ କ୍ଷତି ହିସାବରେ ସମୟ ଅପଚୟ। ଅଫିସରେ ପ୍ରତିକୂଳ ବାତାବରଣ ଯୋଗୁ ଚିନ୍ତିତ ରହିବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୯।

ମକର: ଉଦାର ସ୍ବଭାବ ଦ୍ବାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ନିଜ ବୃତ୍ତିରେ ଉତ୍ତମ ଫଳ ମିଳିବ। ପରିବାରରେ ସୁଖ ଓ ସମୃଦ୍ଧି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

କୁମ୍ଭ: ସନ୍ତୋଷଜନକ ପରିଣାମ ପାଇବେ। ଅନ୍ୟମାନଙ୍କ ଆଗରେ ନିଜର କଥା ରଖିବାକୁ ଚେଷ୍ଟା କରିବେ। ପ୍ରେମରେ ସଫଳ ହେବେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୧।

ମୀନ: କର୍ମକ୍ଷେତ୍ରରେ ଆଗୁଆ ରହିବେ। ଅଧୁରା କାମ ସଂପୂର୍ଣ୍ଣ ହେବ। ସନ୍ତାନଙ୍କ ପକ୍ଷରୁ ସୁଖର ଅନୁଭବ ମିଳିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୨।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More