Only for Entertainment

ଜାଣନ୍ତୁ ଆଜିର ରାଶିଫଳ

33

ମେଷ: ବ୍ୟବସାୟରେ ଲାଭ। କଳାତ୍ମକ କାର୍ଯ୍ୟରେ ରୁଚି। ମହିଳାଙ୍କୁ ଉପହାର ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ବୃଷ: ଆର୍ଥିକ ସ୍ଥିତି ମଜଭୁତ। ଭୂସ˚ପତ୍ତି ସମସ୍ୟାର ସମାଧାନ। ସରକାରୀ ଚାକିରିଜୀବୀଙ୍କୁ ଖୁସି ଖବର। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୩।

ମିଥୁନ: ଉତ୍ସାହିତ ରହିବେ। ସାମାଜିକ କ୍ଷେତ୍ରରେ ସମ୍ମାନ ମିଳିବ। ସରକାରୀ କାମରେ ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୨।

କର୍କଟ: ବ୍ୟବସାୟିକ କ୍ଷେତ୍ରରେ ସଫଳତା। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ନିର୍ମାଣ କାର୍ଯ୍ୟଲାଗି ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୫।

ସି˚ହ: କର୍ମକ୍ଷେତ୍ରରେ ଆଗୁଆ ରହିବେ। ଆର୍ଥିକ ଲାଭ। ସନ୍ତାନଙ୍କ ଦାୟିତ୍ବ ପୂରଣ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

କନ୍ୟା: ଅନ୍ୟର ହୃଦୟ ଜିଣିବେ। ମାନ ସମ୍ମାନ ମିଳିବ। ବ୍ୟବସାୟିକ ଯାତ୍ରା ଶୁଭ। ମହିଳାମାନେ ଅଳଙ୍କାର କିଣିପାରନ୍ତି। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୨।

ତୁଳା: ହସଖୁସିରେ ରହିବେ। କାମରେ ମନ ଲାଗିବ। ବ୍ୟବସାୟରେ ସଫଳତା। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

ବିଛା: ଆତ୍ମଚିନ୍ତନରେ ସମୟ ବିତିବ। ଅଧିକ ପରିଶ୍ରମ। କାମରେ ସଫଳତା। ବେପାରରେ ଭଲ ଖବର ପାଇବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୫।

ଧନୁ: ସାମାଜିକ କ୍ଷେତ୍ରରେ ସକ୍ରିୟ ରହି‌େବ। ବ୍ୟବସାୟ ବୃଦ୍ଧି ଲାଗି ବରିଷ୍ଠଙ୍କ ସହ ଆଲୋଚନା। ଆର୍ଥିକ ଦୃଷ୍ଟିରୁ ସବୁ କିଛି ଭଲ। ଶୁଭରଙ୍ଗ:଼ ଧଳା। ଶୁଭସ˚ଖ୍ୟା: ୨।

ମକର: ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟ କାର୍ଯ୍ୟରେ ଭ୍ରମଣ। ଚାକିରିରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶ˚ସା ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୫।

କୁମ୍ଭ: ପୂଜାପାଠରେ ସମୟ ବିତିବ। ଧର୍ମସ˚ସ୍ଥାକୁ ଦାନ ଦେବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ରହିପାରେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୩।

ମୀନ: ଆତ୍ମସମୀକ୍ଷା କରିବେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୮।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More