Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

youtube
0 61
ରବି, ସୋମ ଓ ମଙ୍ଗଳବାର: ଆୟର ନୂଆ ପ୍ରସ୍ତାବ ମିଳିବ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟରେ ସହଯୋଗିତା କରିବାର ସୁଯୋଗ ମିଳିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ପରିବାରର ସହଯୋଗ ମିଳିବ।

 

ରବି, ସୋମ ଓ ମଙ୍ଗଳବାର: ଉପାର୍ଜନ ପାଇଁ ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ମନରେ ନୂଆ ନୂଆ ବିଚାର ଆସିବ। ଶୁକ୍ର ଓ ଶନିବାର: କାର୍ଯ୍ୟର ବୃଦ୍ଧି ଲାଗି ସୁଅବସର ମିଳିବ।

 

ରବି, ସୋମ ଓ ମଙ୍ଗଳବାର: ନୂଆ କାମରେ ଧନ ନିବେଶ କରନ୍ତୁ, ଧନଲାଭ ହେବ। ବୁଧ ଓ ଗୁରୁବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ। ଶୁକ୍ର ଓ ଶନିବାର: କାରବାରୀଙ୍କ ଲାଗି ସମୟ ଲାଭପ୍ରଦ।

 

ରବି, ସୋମ ଓ ମଙ୍ଗଳବାର: ପ୍ରେମ ଆଳାପ ପାଇଁ ସମୟ ଭଲ। ବୁଧ ଓ ଗୁରୁବାର: ଆୟର ସ୍ରୋତ ମିଳିବ। ଶୁକ୍ର ଓ ଶନିବାର: ଆପଣଙ୍କ ମନରେ ସକାରାତ୍ମକ ଭାବନା ଆସିବ।

 


ରବି, ସୋମ ଓ ମଙ୍ଗଳବାର: କୌଣସି ବିଶେଷ କାର୍ଯ୍ୟ ଅତି ଶୀଘ୍ର କରିଦେବେ। ବୁଧ ଓ ଗୁରୁବାର: ବ୍ୟବସାୟୀଙ୍କ ଲାଗି ସମୟ ଲାଭପ୍ରଦ। ଶୁକ୍ର ଓ ଶନିବାର: ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ।

 

ରବି, ସୋମ ଓ ମଙ୍ଗଳବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ବୁଧ ଓ ଗୁରୁବାର: ଜୀବନରେ ସୁଖ ଶାନ୍ତି ଆସିବ। ଶୁକ୍ର ଓ ଶନିବାର: ଧନଲାଭର ନୂଆ ରାସ୍ତା ଖୋଲିବ।

 

ରବି, ସୋମ ଓ ମଙ୍ଗଳବାର: ଭାବିଥିବା କାମ ପୂରା ହୋଇଯିବ। ବୁଧ ଓ ଗୁରୁବାର: ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁକ୍ର ଓ ଶନିବାର: ପରିଶ୍ରମର ଫଳ ଦ୍ଵିଗୁଣା ପାଇବେ।

 


ରବି, ସୋମ ଓ ମଙ୍ଗଳବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ବୁଧ ଓ ଗୁରୁବାର: ସମାଜରେ ମାନସମ୍ମାନ ପାଇବେ। ଶୁକ୍ର ଓ ଶନିବାର: ବ୍ୟବସାୟରେ ବୃଦ୍ଧି ହେବ।

 

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ବୁଧ ଓ ଗୁରୁବାର: ପରିବାରରେ ଖୁସିର ମାହୋଲ ରହିବ। ଶୁକ୍ର ଓ ଶନିବାର: ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

 


ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଅଚାନକ ଧନଲାଭ ହେବ। ବୁଧ ଓ ଗୁରୁବାର: ଜରୁରୀ କାମ ମିତ୍ରଙ୍କ ସହାୟତା ପୂରା ହୋଇଯିବ। ଶୁକ୍ର ଓ ଶନିବାର: ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ।

 

ରବି, ସୋମ ଓ ମଙ୍ଗଳବାର: ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ। ବୁଧ ଓ ଗୁରୁବାର: କ୍ୟାରିୟର ସମ୍ବନ୍ଧିତ ଭଲ ଖବର ପାଇବେ। ଶୁକ୍ର ଓ ଶନିବାର: ବହୁ ଦିନରୁ ଲାଗି ରହିଥିବା ଅଶାନ୍ତି ଦୂର ହେବ।

 


ରବି, ସୋମ ଓ ମଙ୍ଗଳବାର: କାରବାରରେ ଉନ୍ନତି ଲାଗି ନୂଆ ଅବସର ମିଳିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର: ବୈବାହିକ ଜୀବନ ଆନନ୍ଦମୟ ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More