Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

youtube
0 47

ମେଷ: ରବିବାର: କୌଣସି ନିର୍ମାଣ କାର୍ଯ୍ୟ କରିବେ। ସୋମ ଓ ମଙ୍ଗଳବାର: ବ୍ୟବସାୟ ବୃଦ୍ଧି ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ବିବାଦରୁ ଆରାମ ପାଇବେ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ମିଳିବ।

 

ବୃଷ: ରବିବାର: କ୍ୟାରିୟରର ଉନ୍ନତି ହେବ। ସୋମ ଓ ମଙ୍ଗଳବାର: ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ବୁଧ ଓ ଗୁରୁବାର: ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଫାଇଦା ହେବ।

 

ମିଥୁନ: ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ପ୍ରତିଯୋଗିତାରେ ସଫଳତା ହାସଲ କରିବେ। ବୁଧ ଓ ଗୁରୁବାର: ଅଫିସ୍‌ରେ ସାବଧାନ ରହନ୍ତୁ। ଶୁକ୍ର ଓ ଶନିବାର: ଆପଣଙ୍କ ଚେଷ୍ଟା ସଫଳ ହେବ।

 

କର୍କଟ: ରବିବାର: ସୁଖ ସୁବିଧାର ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଚାକିରିରେ ସଫଳତା ମିଳିବ। ବୁଧ ଓ ଗୁରୁବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ଶୁକ୍ର ଓ ଶନିବାର: ଜମି ଦଲାଲଙ୍କ ପାଇଁ ସମୟ ଭଲ।

 

ସିଂହ: ରବିବାର: ଖୁସ୍‌ ମିଜାଜର ରହିବେ। ସୋମ ଓ ମଙ୍ଗଳବାର: ଭାଗ୍ୟର ଦ୍ଵାର ଖୋଲିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ଭାଗ୍ୟ ଆପଣଙ୍କୁ ଭଲ ସୁଯୋଗ ଦେବ।

 

କନ୍ୟା: ରବିବାର: ଯାତ୍ରା ଲାଭଦାୟକ ହେବ। ସୋମ ଓ ମଙ୍ଗଳବାର: ମାତାପିତାଙ୍କ ଆଶୀର୍ବାଦରେ ସବୁ କାମ ସିଦ୍ଧି ହେବ। ବୁଧ ଓ ଗୁରୁବାର: ଧନଲାଭ ହେବ। ଶୁକ୍ର ଓ ଶନିବାର: ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ।

 

ତୁଳା: ରବିବାର: ବେପାରରେ ଉନ୍ନତି ହେବ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶୁକ୍ର ଓ ଶନିବାର: ରାଜନୀତିରେ ସଫଳତା ପାଇବେ।

 

ବିଛା: ରବିବାର: କାମରେ ମନ ଲାଗିବ। ସୋମ ଓ ମଙ୍ଗଳବାର: ଅଧୁରା କାମ ପୂରା ହେବ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ଠାରୁ ଉପହାର ମିଳିବ। ଶୁକ୍ର ଓ ଶନିବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

 

ଧନୁ: ରବିବାର: ପୁଣ୍ୟ କାର୍ଯ୍ୟ କରିପାରନ୍ତି। ସୋମ ଓ ମଙ୍ଗଳବାର: ଉନ୍ନତିର ଦ୍ଵାର ଖୋଲିବ। ବୁଧ ଓ ଗୁରୁବାର: ରାଜନୀତିରେ ଯୋଗାଯୋଗ ଭଲ ରହିବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ମଜଭୁତ ହେବ।

 


ମକର: ରବିବାର: ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ସୋମ ଓ ମଙ୍ଗଳବାର: କାମ ପ୍ରତି ସଚେତନ ରହନ୍ତୁ। ବୁଧ ଓ ଗୁରୁବାର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ଶୁକ୍ର ଓ ଶନିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ।

 


କୁମ୍ଭ: ରବିବାର: ଶତ୍ରୁଙ୍କୁ ପରାସ୍ତ କରିବେ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ବାଣୀ ଉପରେ ସଂଯମ ରଖନ୍ତୁ। ଶୁକ୍ର ଓ ଶନିବାର: ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ।

 

ମୀନ: ରବିବାର: ଦିନଟି ସକାରାତ୍ମକ ଭରା ରହିବ। ସୋମ ଓ ମଙ୍ଗଳବାର: ନୂଆ ଅନୁବନ୍ଧ ପାଇଁ ଭଲ ସମୟ। ବୁଧ ଓ ଗୁରୁବାର: ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More