Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
28

ମେଷ: ପରିଶ୍ରମ ଅନୁସାରେ ଫଳ ମିଳି ନ ପାରେ। କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହନ୍ତୁ। ଲିଖନ କାର୍ଯ୍ୟରେ ରୁଚି ରହିବ। ଜୀବନସାଥୀଙ୍କ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି।

ବୃଷ: ଭାବିଥିବା କାମ ପୂରା ହେବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ।

ମିଥୁନ: ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ଉଧାର ଟଙ୍କା ଫେରିପାଇବେ। ବ୍ୟବାସାୟୀଙ୍କ ଲାଗି ଦିନଟି ଶୁଭ।

କର୍କଟ: ଲାଗିରହିଥିବା ସମସ୍ୟା ସମାଧାନ ହୋଇପାରେ। ଅଫିସ କାମରେ ଦୂର ଯାତ୍ରା। ପ୍ରେମ ସମ୍ବନ୍ଧରେ ଗଭୀରତା ବଢ଼ିବ।

ସିଂହ: ଦିନଟି ଆପଣଙ୍କ କ୍ୟାରିଅର ଲାଗି ଅଧିକ ଶୁଭ। କୌଣସି ଆର୍ଥିକ ମାମଲାର ସମାଧାନ ହେବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ।

କନ୍ୟା: ସ୍ଥଗିତ କାମ ଆଗକୁ ବଢ଼ିବ। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ।

ତୁଳା: ଧାର୍ମିକ କାର୍ଯ୍ୟରେ ରୁଚି। ଦୀର୍ଘ ଦିନର ଆଶା ପୂରଣ ହେବ। ଅଫିସରେ ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ହେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

ବିଛା: ସକରାତ୍ମକ ଭାବନା ବଢ଼ିବ। ବନ୍ଧୁଙ୍କ ସହିତ କୌଣସି ବିଷୟରେ ଆଲୋଚନା କରିବେ। ନୂଆ କାମ କରିବା ଦିଗରେ ଆଗ୍ରହ ବଢ଼ିବ।

ଧନୁ: ଅନ୍ୟ ସହରରେ ବ୍ୟବସାୟ ବଢ଼ାଇବାକୁ ଯୋଜନା କରିବେ। ମିତ୍ରଙ୍କ ସାହାଯ୍ୟ ପାଇବେ। ଗଣମାଧୢମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ପରିବାରରେ ଖୁସି ବଢ଼ିବ।

ମକର: ନିଜକୁ ସତେଜ ଅନୁଭବ କରିବେ। ନିଜ ବିବେକକୁ ଅଧିକ ଗୁରୁତ୍ବଦେବେ। ବନ୍ଧୁଙ୍କ ସହିତ ରାତ୍ରିଭୋଜନ କରିପାରନ୍ତି।

କୁମ୍ଭ: କୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ। କିଛି ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ଅଫିସରେ ନୂଆ ଦାୟିତ୍ବକୁ ଭଲ ଭାବରେ ନିର୍ବାହ କରିବେ।

ମୀନ: ମାନ-ସମ୍ମାନ ବଢ଼ିବ। ଆପଣଙ୍କ ଇଚ୍ଛାକୁ ଅନ୍ୟମାନେ ସମ୍ମତି ଜଣାଇବେ। ରାଜନୀତିରେ ନିଜର ଆଶା ପୂରା ହେବ। ଅଫିସ କାମ‌େର ପ୍ରଶଂସିତ ହେବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More