Only for Entertainment

ଏ ସପ୍ତାହର ରାଶିଫଳ

youtube
0 48

ରବିବାର: ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ସୋମ, ମଙ୍ଗଳ ଓ ବୁଧବାର: ନୂଆ ଊର୍ଜା ଅନୁଭବ କରିବେ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ପୁଣ୍ୟ କାର୍ଯ୍ୟ କରିପାରନ୍ତି।

ରବିବାର: କଳାତ୍ମକ ବିଷୟରେ ରୁଚି ରହିବ। ସୋମ, ମଙ୍ଗଳ ଓ ବୁଧବାର: ସଂଘର୍ଷ କରନ୍ତୁ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ଶନିବାର: ଅଧୁରା କାମ ପୂରା ହେବ।

ରବିବାର: କୌଣସି ବଡ଼ ସଉଦା ହୋଇପାରେ। ସୋମ, ମଙ୍ଗଳ ଓ ବୁଧବାର: ନୂଆ ଲକ୍ଷ୍ୟ ହାସଲ କରିବେ। ଗୁରୁ ଓ ଶୁକ୍ରବାର: ଉନ୍ନତିର ରାସ୍ତା ଖୋଲିବ। ଶନିବାର: ଲାଭର ସ୍ଥିତି ହ୍ରାସ ହୋଇପାରେ।

ରବିବାର: କ୍ୟାରିୟର୍‌ର ଉନ୍ନତି ପାଇଁ ସମୟ ଉପସ୍ଥିତ। ସୋମ, ମଙ୍ଗଳ ଓ ବୁଧବାର: ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଆୟ ବୃଦ୍ଧି ହେବ। ଶନିବାର: ପରୀକ୍ଷାରେ ଭଲ ପରିଣାମ ମିଳିବ।

ରବିବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ସୋମ, ମଙ୍ଗଳ ଓ ବୁଧବାର: ସମାଜରେ ମାନସମ୍ମାନ ପାଇବେ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ମଳିବ। ଶନିବାର: ରୋଜଗାର ଲାଗି ନୂଆ ସ୍ରୋତ ପାଇବେ।

ରବିବାର: କାମରେ ସଫଳତା ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ପ୍ରଚୁର ମାତ୍ରାରେ ଧନାଗମ ହେବ। ଗୁରୁ ଓ ଶୁକ୍ରବାର: ଘରର ବାତାବରଣ ଶାନ୍ତିମୟ ରହିବ। ଶନିବାର: ସେୟାର ବଜାରରେ ରୁଚି ବଢ଼ିବ।

ରବିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ପାଇବେ। ଗୁରୁ ଓ ଶୁକ୍ରବାର: ଚାକିରି ପାଇଁ ସମୟ ଅନୁକୂଳ। ଶନିବାର: ଆର୍ଥିକ ସ୍ଥିତି ମଜଭୁତ ହେବ।

ରବିବାର: ଆୟରେ ଅଚାନକ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ବିଦେଶରୁ ଭଲ ଖବର ପାଇବେ। ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ଭଲ ରହିବ। ଶନିବାର: ଉପହାର ପାଇବେ।

ରବିବାର: କାରବାରରେ ବିସ୍ତାର ହେବ। ସୋମ, ମଙ୍ଗଳ ଓ ବୁଧବାର: ରାଜନୀତିରେ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: କାମର ସଫଳତା ମିଳିବ। ଶନିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ରବିବାର ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଚାକିରିରେ ପଦୋନ୍ନତି ମିଳିବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ଲାଭ ହେବ। ଶନିବାର: ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

ରବିବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ନୂଆ ପ୍ରସ୍ତାବକୁ ପ୍ରୟୋଗ କରନ୍ତୁ। ଗୁରୁ ଓ ଶୁକ୍ରବାର: ମନ ଅଶାନ୍ତି ମୁକ୍ତ ରହିବ। ଶନିବାର: କାରବାର ବୃଦ୍ଧି ହେବ।

ରବିବାର ଅନୁଭବରୁ ଲାଭ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ପରିବାରର ସହଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ଅନ୍ୟମାନଙ୍କୁ ସହାୟତା କରିବେ। ଶନିବାର: ବ୍ୟବସାୟରେ ଉନ୍ନତି ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More