Only for Entertainment

ଏ ସପ୍ତାହର ରାଶିଫଳ

womens health
0 71

ମେଷ: ରବି ଓ ସୋମବାର: ନୂଆ କାମରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ପୁରୁଣା ଚିନ୍ତା ସମାପ୍ତ ହେବ। ଗୁରୁ, ଶୁକ୍ର ଓ ଶନିବାର: ଦାୟିତ୍ଵ ବଢ଼ିବ ଏବଂ ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ବୃଷ: ରବି ଓ ସୋମବାର: କାମ ପ୍ରତି ଉତ୍ସାହ ବଢ଼ିବ। ମଙ୍ଗଳ ଓ ବୁଧବାର: ଉନ୍ନତିରେ ଆସୁଥିବା ବାଧା ଦୂର ହେବ। ଗୁରୁ, ଶୁକ୍ର ଓ ଶନିବାର: ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆମଦାନି ବୃଦ୍ଧି ହେବ।

ମିଥୁନ: ରବି ଓ ସୋମବାର: ମନ ରଚାନାତ୍ମକ କାର୍ୟ୍ୟରେ ଲାଗି ରହିବ। ମଙ୍ଗଳ ଓ ବୁଧବାର: କାହାରି ସହିତ ବିବାଦ କରନ୍ତୁ ନାହିଁ। ଗୁରୁ, ଶୁକ୍ର ଓ ଶନିବାର: ଧର୍ମ କାର୍ୟ୍ୟରେ ରୁଚି ବଢ଼ିବ।

କର୍କଟ: ରବି ଓ ସୋମବାର: ଅଚାନକ ଧନଲାଭ ହେବ। ମଙ୍ଗଳ ଓ ବୁଧବାର: ଘରର ବାତାବରଣ ଠିକ୍‌ ରହିବ। ଗୁରୁ, ଶୁକ୍ର ଓ ଶନିବାର: ଇଚ୍ଛା ପୂରା କରିବା ଲାଗି ପ୍ରୟାସ ସଫଳ ହେବ।

ସିଂହ: ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ମଙ୍ଗଳ ଓ ବୁଧବାର: ନୂଆ ଅନୁବନ୍ଧ ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: କାର୍ୟ୍ୟରେ ସଫଳତା ମିଳିବ ଏବଂ ପରିବାରରେ ସୁଖ ଶାନ୍ତି ରହିବ।

କନ୍ୟା: ରବି ଓ ସୋମବାର: କୌଣସି ନୂଆ ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: କାର୍ୟ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ନିଜ ପ୍ରତିଭାରୁ ବଡ଼ ଲାଭ ହେବ।

ତୁଳା: ରବି ଓ ସୋମବାର: ମନସ୍କାମନା ପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ପରିଶ୍ରମର ସକାରାତ୍ମକ ପରିଣାମ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଅଚାନକ ଧନଲାଭର ନଜର ଆସିବ।

ବିଛା: ରବି ଓ ସୋମବାର: କୌଣସି ବଡ଼ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କ ଲାଗି ସମୟ ଲାଭପ୍ରଦ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ନିର୍ମାଣ କାର୍ୟ୍ୟର ଯୋଜନା କରିବେ।

ଧନୁ: ରବି ଓ ସୋମବାର: କୌଣସି ବଡ଼ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କ ଲାଗି ସମୟ ଲାଭପ୍ରଦ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ନିର୍ମାଣ କାର୍ୟ୍ୟର ଯୋଜନା କରିବେ।

ମକର: ରବି ଓ ସୋମବାର: ପରିବାର ସହିତ ସମୟ ଖୁସିରେ କଟିବ। ମଙ୍ଗଳ ଓ ବୁଧବାର: ଭାଗ୍ୟ ବହୁତ କିଛି ଦେବ। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିକ ଓ ସାମାଜିକ କାର୍ୟ୍ୟରେ ସମୟ ବିତିବ।

କୁମ୍ଭ: ରବି ଓ ସୋମବାର: ଅଫିସ୍‌ରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହେବ। ମଙ୍ଗଳ ଓ ବୁଧବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଘରର ମାହୋଲ ଭଲ ରହିବ ଏବଂ ଧନଲାଭ ହେବ।

ମୀନ:ରବି ଓ ସୋମବାର: ଚାକିରିଆଙ୍କୁ ସିନିୟର୍‌ଙ୍କ ସହଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ବନ୍ଧୁଙ୍କ ସହିତ ଭଲରେ ସମୟ କଟିବ। ଗୁରୁ, ଶୁକ୍ର ଓ ଶନିବାର: ଠିକ୍‌ ଦିଶାରେ କାମ କରି ଲାଭ ପାଇବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More