Only for Entertainment

ସାମ୍ନାକୁ ଆସିଲା ହାଉସଫୁଲ ୪ର ମେକିଂ ଭିଡ଼ିଓ, ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା

hindirush
30

ବକ୍ସ ଅଫିସରେ ଧମାଲ କରୁଛି ହାଉସଫୁଲ ୪ । ସୋମବାର ସୁଦ୍ଧା ଫିଲ୍ମ ପ୍ରାୟ ୧୬୮ କୋଟି ରୋଜଗାର କରିଛି ଏବଂ ଆଗାମୀ ଦିନରେ ଏହା ୨୦୦ କୋଟି କ୍ଲବରେ ପହଂଚିବ ବୋଲି ଆଶା କରାଯାଉଛି । କିନ୍ତୁ ଏବେ ସାମ୍ନାକୁ ଆସିଛି ଏହାର ମେକିଂ ଭିଡ଼ିଓ । ଯେଉଁ ଫିଲ୍ମ ସେଟକୁ ଦେଖିଲେ ଜଣାପଡ଼ୁଛି ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହାର ଭବ୍ୟ ସେଟ୍ କୁ ଖୁବ ପ୍ରଶଂସା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More