Only for Entertainment

କ୍ଷୀରକୁ କାହିଁକି ବାରମ୍ବାର ଫୁଟାଇ ପିଇବା ଅନୁଚିତ ।

4to40
27
  • justify;”>କ୍ଷୀରରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ । ଏହା ଶରୀରର ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରୁ ରକ୍ଷା କରେ । ତେଣୁ ପ୍ରତିଦିନ ଖାଦ୍ୟରେ କ୍ଷୀରକୁ ସାମିଲ କରିବା ଉଚିତ ।

  • justify;”>କ୍ଷୀରରେ ଭରପୁର ମାତ୍ରାରେ ଭିଟାମିନ୍ସ, କ୍ୟାଲସିୟମ, ପ୍ରୋଟିନ୍ ଆଦି ପୋଷକ ତତ୍ୱ ଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭାକାରୀ । ଏହାସହିତ ପ୍ରତିଦିନ କ୍ଷୀର ପିଇବା ଦ୍ୱାରା ଶକ୍ତି ମିଳିବା ସହ ହାଡ ମଜବୁତ ହୋଇଥାଏ ।

  • justify;”>ନିକଟରେ ହୋଇଥିବା ଏକ ଗବେଷଣା ଅନୂଯାୟୀ,୧୭ ପ୍ରତିଶତ ମହିଳାଙ୍କ ମତରେ ବାରମ୍ବାର କ୍ଷୀରକୁ ଫୁଟାଇବା ଦ୍ୱାରା ଏହାର ପୋଷକତତ୍ୱ ସରି ଯାଇଥାଏ । ଯଦିଓ ୫୯ ପ୍ରତିଶତ ମହିଳାଙ୍କ ମତରେ ବାରମ୍ବାର କ୍ଷୀର ଫୁଟାଇବା ଦ୍ୱାରା ପୋଷୋକ ତତ୍ୱ ବଢିଥାଏ । ଏହାକୁ ୨୭ ପ୍ରତିଶତ ମହିଳା ସହମତ କରିଛନ୍ତି ।

  • justify;”>ଇଣ୍ଡିଆନ୍ ମେଡିକଲ ଏକାଡେମୀ ୨୫ ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ୩୦୦ ମହିଳାଙ୍କୁ ନେଇ ଏକ ଗବେଷଣା କରିଛି । ଯେଉଁଥିରୁ ଜାଣିବାକୁ ମିଳିଲା ଯେ ମୁମ୍ବାଇରେ ରହୁଥିବା ୪୧% ଲୋକ କ୍ଷୀର ପିଇବା ପୂର୍ବରୁ ୩ରୁ ଅଧିକ ଥର ଫୁଟାଇ ଥାନ୍ତି । ସେହିପରି ୫୬% ଲୋକେ ୫ମିନିଟ୍ ରୁ ଅଧିକ ସମୟ କ୍ଷୀର ଫୁଟାଇବାକୁ ସଠିକ୍ ମଣିଥାନ୍ତି । କିନ୍ତୁ ଗବେଷଣାର ଫଳ ଅନୁଯାୟୀ ୭୭% ଲୋକ କ୍ଷୀର ଫୁଟାଇବା ସମୟରେ ଘାଣ୍ଟନ୍ତି ନାହିଁ । ଏହା ବହୁତ କଷ୍ଟ କାମ ବୋଲି ମାନିଥାନ୍ତି ।

  • justify;”>ପ୍ରକୃତରେ ଗୋଟେ ଥର କ୍ଷୀର ଫୁଟାଇ ସାରିବା ପରେ ଏହାକୁ ଉଷୁମ୍ କରି ପିଅନ୍ତୁ । ପ୍ରଥମେ ଧ୍ୟାନ ରଖନ୍ତୁ ଗ୍ୟାସରେ କ୍ଷୀର ବସିଲା ବେଳେ ଯେପରି ଘାଣ୍ଟିବାକୁ ନ ଭୁଲନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More