Only for Entertainment

ଘରେ ସୁଖ ଶାନ୍ତି ପାଇଁ ଆପଣାନ୍ତୁ ଏହି ଉପାୟ ।

smartparenting.com.ph
36

ଛୋଟ ଛୋଟ କଥାକୁ ନେଇ ପରିବାରର ସଦସ୍ୟଙ୍କ ମଧ୍ୟରେ ଅଯଥା କଳି ସୃଷ୍ଟି ହୋଇଥାଏ। ଆଉ ଏହି ଛୋଟ କଳି ବେଳେ ବେଳେ ଉଗ୍ର ରୂପ ନେଇ ବଡ଼ ଧରଣର ପାରିବାରିକ ଅଶାନ୍ତି ସୃଷ୍ଟି କରିଥାଏ। ଏପରି ହେବା ପଛରେ ବାସ୍ତୁ ଦୋଷ ପ୍ରମୁଖ କାରଣ ମଧ୍ୟ ହୋଇପାରେ।

ତେବେ ଏଭଳି ଅଶାନ୍ତିର ପ୍ରତିକାର ପାଇଁ ଆମେ ଆପଣଙ୍କୁ କିଛି ବାସ୍ତୁ ଟିପ୍ସ ଦେବୁ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଐଶାନ୍ୟ କୋଣର ବିଶେଷ ମହତ୍ୱ ରହିଛି। ଏହି ଦିଗ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ଏହି ଦିଗଟି ଉଠାଣି ଭଳି ହେବା ଉଚିତ୍‌ ନୁହେଁ। ଏଭଳି ହେଲେ, ପିତା ଓ ପୁତ୍ରଙ୍କ ମଧ୍ୟରେ ଦୂରତା ବଢ଼ିବାର ଆଶଙ୍କା ରହିଛି।

ଘରର ଉତ୍ତର-ପୂର୍ବ କୋଣରେ ଷ୍ଟୋର୍‌ ରୁମ୍‌ କରିବା ଉଚିତ୍‌ ନୁହେଁ। ଏଭଳି କଲେ, ଘରର ସଦସ୍ୟଙ୍କ ମଧ୍ୟରେ କଳି ଝଗଡ଼ା ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More