Only for Entertainment

କିଭଳି ଯୋଡ଼ିବେ ଭାଙ୍ଗି ଯାଇଥିବା ସଂପର୍କ?

Fiverr
279

ବେଳେ ବେଳେ ବୟସ୍କ ବ୍ୟକ୍ତି କୁହନ୍ତି ଯେଉଁଠାରେ ଦୁଇଟି ବାସନ ଏକା ସାଙ୍ଗରେ ରହିଥାନ୍ତି ସେଠାରେ ଶବ୍ଦ ଶୁଣିବା ସ୍ୱଭାବିକ କଥା । ପ୍ରତ୍ୟେକ ଘରେ ପତି ଓ ପତିଙ୍କ ମଧ୍ୟରେ ଛୋଟ ଛୋଟ କଳି ଝଗଡ଼ା ଲାଗି ରହିଥାଏ । ଏବେ ପ୍ରାୟ ଫ୍ୟାମିଲି ସିଙ୍ଗଲ ରହିବା ଦ୍ୱାରା କଳି ଝଗଡ଼ା ଅଧିକ ବଢୁଛି । କିନ୍ତୁ ସମସ୍ୟାର ସମାଧାନ ହେବାରେ ଖୁବ ସମୟର ଆବଶ୍ୟକତା ରହୁଛି । ତେଣୁ ଏ ସବୁର ସମାଧାନ ପାଇଁ ଆସନ୍ତୁ ଜାଣିବା କିଛି ସାଧାରଣ ଉପାୟ ।

  • ସକାଳୁ ଉଠି ପ୍ରଥମେ ଘରର ସମସ୍ତ ଝରକା ଖୋଲି ଦିଅନ୍ତୁ । ବାସ୍ତୁ ଅନୁସାରେ ଏଭଳି କରିବା ଦ୍ୱାରା ସଂପର୍କରେ ସକରାତ୍ମକ ପ୍ରଭାବ ପଡ଼ିଥାଏ ।
  • ସକାଳେ ସୂର୍ଯ୍ୟ କିରଣରେ ଲାଲ ଆସନରେ ବସି ୧୫ ମିନିଟ ପର୍ଯ୍ୟନ୍ତ ଧ୍ୟାନ କରନ୍ତୁ ।
  • ସୂର୍ଯ୍ୟାସ୍ତ ପରେ ଘରର ପୂର୍ବ ଦକ୍ଷିଣ କୋଣରେ ଲାଲ ରଙ୍ଗର ମହମବତୀ ଲଗାନ୍ତୁ ।
  • ଘରର ପୂର୍ବ ଉତ୍ତର ଦିଗରେ ଝାଡ଼ୁ ରଖିବା ଅନୁଚିତ ।
  • ପିଇବା ପାଣି ଦକ୍ଷିଣ ପଶ୍ଚିମ ଦିଗରେ ଘୋଡ଼ାଇ ରଖନ୍ତୁ । ଭଙ୍ଗା ଆଇନା,ବାସନ କୁସନ,ଘଡ଼ି ଓ କବାଡ଼ି ଜିନିଷ ରଖବା ଅନୁଚିତ ।
  • ଘରର ଉତ୍ତର ପଶ୍ଚିମ କୋଣରେ ରଙ୍ଗ ବେରଙ୍ଗର ମାଛ ଥିବା ଆକ୍ୱରିଆମ ରଖନ୍ତୁ ।
  • ଘରର ଟ୍ୟାପରୁ ଅନବରତ ପାଣି ବାହାରିବା ଅନୁଚିତ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More