Only for Entertainment

କ୍ୟାମେରାକୁ ଏଭଳି ସଫା କରନ୍ତୁ , ଦେଖାଯିବ ନୂଆ ।

indiamart
0 63

କ୍ୟାମେରା ସମସ୍ତ ସମୟରେ ନୂଆ ଦେଖାଯିବା ପାଇଁ କରନ୍ତୁ କିଛି ନୂତନ ପ୍ରୟାସ । ଏଥିପାଇଁ ସମୟ ସମୟରେ ଏହାକୁ ସଫା କରିବା ନିହାତି ଆବଶ୍ୟକ ଅଟେ ।

ଯାହାଦ୍ୱାରା ଫଟୋ ମଧ୍ୟ ଭଲ ଆସିବ ।
ଏଥିପାଇଁ ସବୁଠାରୁ ଖାସ କଥା ହେଲା କ୍ୟାମେରାର ଆଗ ପାଶ୍ୱର୍ ଏବଂ ଏହା ସମ୍ବନ୍ଧିତ ଅନ୍ୟ ଜିନିଷ ଗୁଡିକୁ ସଫା କରିବା ଉଚିତ ।

ଲେନ୍ସର ବାହାର ପାଶ୍ୱର୍କୁ ହାତ ସାହାଯ୍ୟରେ ହାଲକା ପୋଛି ନିଅନ୍ତୁ ।

ଲେନ୍ସ ମାଉଂଟ କରିବା ସ୍ଥାନକୁ ମଧ୍ୟ ସଫା କରି ନିଅନ୍ତ. କାରଣ ଏହି ସ୍ଥାନରେ ଅତ୍ୟଧିକ ଧୂଳି ଜମି ରହିଥାଏ ।

କ୍ୟାମେରା ବ୍ୟବହାର ପରେ ଏହାକୁ ଭଲ ଭାବେ ପ୍ୟାକ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More