Only for Entertainment

ଏହିଭଳି ଦୂର କରନ୍ତୁ ହାତର ଟ୍ୟାନ ।

dailyhunt
0 49

ଟ୍ୟାନିଂ ସମସ୍ୟାକୁ କିଏ ବା ନ ଡରେ । ଅଧିକ ଖରାଯେ ଟ୍ୟାନର ମୁଖ୍ୟ କାରଣ ଏହା ଆପଣ ମଧ୍ୟ ଜାଣନ୍ତି । ତେଣୁ ଖରାରେ ବାହାରିବାକୁ କେହି ମଧ୍ୟ ଭଲପାଆନ୍ତି ନାହିଁ । ତଥାପି ଗୁରୁତ୍ୱପୂର୍ଣ୍ଣ କାମ ଥିବାରୁ ଖରାକୁ ବାହାରିବାକୁ ପଡ଼ିଥାଏ,ଫଳସ୍ୱରୂପ ତ୍ୱଚାରେ ଟ୍ୟାନ ହୋଇଯାଏ । ତେବେ ମୁହଁକୁ କୌଣସି ପ୍ରକାରର ଘୋଡ଼ାଇ ଦେଇଥାଉ କିନ୍ତୁ ହାତର ଟ୍ୟାନ ପ୍ରାୟ ସମୟରେ ଆମେ ଘୋଡ଼ାଇ ନଥାଉ,ଯାହା ଦ୍ୱାରା ହାତରେ ଟ୍ୟାନ ହୋଇଯାଏ । ତେବେ ସେହି ଟ୍ୟାନକୁ କିଭଳି ସବୁଦିନ ପାଇଁ ବାଏ ବାଏ କହିବେ ଆସନ୍ତୁ ଜାଣିବା ।

 

ଏଲୋଭେରା ତ୍ୱଚା ପାଇଁ ଖୁବ ଲାଭକାରୀ । ଏହା ତ୍ୱଚାରୁ ଟ୍ୟାନ ଦୂର କରିଥାଏ । ନିୟମିତ ରୂପରେ ଶୋଇବା ପୂର୍ବରୁ ହାତରେ ଏଲୋଭେରା ଜେଲ ଲଗାନ୍ତୁ । ସକାଳେ ଉଠିବା ପରେ ଥଣ୍ଡା ଜଳରେ ଧୋଇଦିଅନ୍ତୁ ।

ରାତିରେ ୫ଟି ବାଦାମକୁ ଜଳରେ ଭିଜାଣ ଦିଅନ୍ତୁ । ସକାଳେ ଉଠି ଚୋପା ଛଡ଼ାଇ କ୍ଷୀର ସହିତ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ । ଏବେ ଏହି ପେଷ୍ଟକୁ ହାତରେ ଲଗାଇ ଶୁଖିବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ଟ୍ୟାନିଂ ଦୂର ହୋଇଯିବ ।

 

ଅଧ କପ ଦହିରେ ସାମାନ୍ୟ ହଳଦୀ ମିଶାଇ ହାତରେ ଲଗାନ୍ତୁ । ଅଧ ଘଂଟା ପରେ ଥଣ୍ଡା ଜଳରେ ଧୋଇ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More