Only for Entertainment

ବହୁ ସଂଖ୍ୟାରେ ଡାଉନଲୋଡ୍ ହେଉଛି ରେଡିଓ ଚକଲେଟ୍ ଆପ୍ ! କିପରି ଚିହ୍ନିିବେ ଅଫିସିଆଲ୍ ଆପ୍

kanaknews
0 43

ପବିତ୍ର ଗଣେଶ ପୂଜାରେ ରେଡିଓ ଚକଲେଟ୍ ୧୦୪ ଏଫ୍.ଏମ୍. ଆପ୍ର ଘୋଷଣା ହେବା ପରଠାରୁ ଓଡ଼଼ିଶା ଏବଂ ଦେଶ ବିଦେଶରେ ଓଡ଼଼ିଆ ଗୀତ ଏବଂ କାର୍ଯ୍ୟକ୍ରମକୁ ଭଲ ପାଉଥିବା ଲୋକଙ୍କ ମଧ୍ୟରେ ଖୁସି କହିଲେ ନସରେ । ଗୋଟିଏ ଆପରେ ୬ଟି ରେଡ଼ିଓ ଷ୍ଟେସନ୍କୁ ଉପଭୋଗ କରିବାର ମଜା ଶ୍ରୋତଙ୍କ ଖୁସିକୁ ଦୁଇଗୁଣ କରିଦେଇଛି । ଆପର ରେଟିଙ୍ଗ ଏବଂ ମତାମତରୁ ଲୋକ ମାନଙ୍କର ଉତ୍ସାହ ସଂପର୍କରେ ଜାଣି ହେଉଛି ।

ତେବେ ପ୍ଲେ ଷ୍ଟୋର୍ରେ ରେଡ଼ିଓ ଚକଲେଟ୍ର ନାମରେ ଅନେକ ଗୁଡ଼ିଏ ଫେକ୍ ଆଇଡ଼ି ଥିବାରୁ ଭ୍ରମ ସୃଷ୍ଟି ହେଉଛି ଏବଂ ଶ୍ରୋତାମାନେ ଭୁଲ ବଶତଃ ଫେକ୍ ଆପ୍ ସବୁ ଡାଉନଲୋଡ୍ କରି ଦେଉଛନ୍ତି ଏଥିପାଇଁ ଅଫିସିଆଲ୍ ରେଡିଓ ଚକ୍ଲେଟ୍ ଆପକୁ ଜାଣି ଡାଉନ୍ଲୋଡ୍ କରିବା ପାଇଁ ଅନୁରୋଧ କରାଯାଇଛି । ରେଡିଓ ଚକଲେଟ୍ ଆପ୍ ଡାଉନଲୋଡ୍ ଲିଙ୍କ୍ https://play.google.com/store/apps/details?id=com.radiochoklate.fm

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More