Only for Entertainment

ଆସନ୍ତୁ ଜାଣିବା ଗାଜର ସଲାଡ ପ୍ରସ୍ତୁତି ପ୍ରଣାଳୀ !

46

ସାମଗ୍ରୀ:

ଗାଜର-୪ଟି
ନଡିଆ- ୫୦ଗ୍ରାମ
ଲଙ୍କା
ତେଲ
ଧନିଆ ପତ୍ର
ଲୁଣ
ଗୋଲମରିଚ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କୌଣସି ଏକ ପ୍ଲେଟରେ ଗାଜରକୁ ଛୋଟ ଛୋଟ କାଟି ରଖନ୍ତୁ ।
  • ସେହିଭଳି ନଡିଆକୁ ମଧ୍ୟ କାଟି ପ୍ଲେଟରେ ରଖନ୍ତୁ ।
  • ଏବେ ଏଥିରେ ଲଙ୍କା ଏବଂ ତେଲ ପକାଇ ଗୋଳନ୍ତୁ ।
  • ଏଥିରେ ଧନିଆ ପତ୍ର ଏବଂ ଗୋଲମରିଚ ପକାନ୍ତୁ ।
  • ଗୋଟିଏ କଥା ମନେ ରଖନ୍ତୁ ଲୁଣ ଆପଣ ସେତେବେଳେ ବ୍ୟବହାର କରିବେ ଯେତେବେଳେ ଆପଣ ଖାଇବେ କି ପରଶିବେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More