Only for Entertainment

କିଭଳି ଚେହେରାରୁ ବାହାର କରିବେ ବ୍ଲାକହେଡସ? ତତକ୍ଷଣାତ ପରିବର୍ତ୍ତନ ଜାଣିବା ପାଇଁ ବ୍ୟବହାର କରନ୍ତୁ ଏହି ଘରୋଇ ସ୍କ୍ରବ ।

ndtv food
20

ମୁହଁରେ କଳାବ୍ରଣ ହେବା ଦ୍ୱାରା ମୁହଁ ଖୁବ ଅପରିଷ୍କାର ଦେଖାଯାଏ । ତେଣୁ ଆପଣ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି, କିନ୍ତୁ ଏଭଳି କିଛି ଖାସ ଘରୋଇ ଉପାୟ ରହିଛି ଯାହାକୁ ବ୍ୟବହାର କଲେ ତତକ୍ଷଣାତ ମୁହଁରେ ପରିବର୍ତ୍ତନ ଦେଖିପାରିବେ ।

ସେଥିପାଇଁ ଆପଣଙ୍କୁ ଆବଶ୍ୟକ :
୧ଟି କଦଳୀ, ୨ ଚାମଚ କ୍ରସଡ ଓଟସ, ୧ ଚାମଚ ମହୁ ।

ପ୍ରଥମେ ଏକ ପାତ୍ରରେ କ୍ରସଡ ଓଟସ ନିଅନ୍ତୁ । ଏହାପରେ ଏଥିରେ କ୍ରସଡ ଓଟସ ଏବଂ ଚକଟା କଦଳୀ ନିଅନ୍ତୁ । ଏହାକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ବର୍ତ୍ତମାନ ଚେହେରାରେ ସର୍କଲାର ମୋଶନରେ ଘଷନ୍ତୁ ଏବଂ ୫ରୁ ୭ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଖୋଲି ଯାଇଥିବା ଛିଦ୍ରକୁ ବନ୍ଦ କରିବା ପାଇଁ ମୁହଁରେ ମଏଶ୍ଚରାଇଜର ଲଗାନ୍ତୁ । ଏହି ଉପାୟକୁ କରିବା ଦ୍ୱାରା ଆପଣ ତ୍ୱଚାରେ ତତକ୍ଷଣାତ ପରିବର୍ତ୍ତନ ଦେଖିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More