Only for Entertainment

ଭଲ ନିଦ ପାଇଁ ଆପଣାନ୍ତୁ ଏହି ୪ଟି ଉପାୟ

health
137

ଭଲ ନିଦ ପାଇଁ କେବଳ ଅଧିକ ସମୟ ଶୋଇବା ଜରୁରୀ ନୁହେଁ ବରଂ ସେଥିପାଇଁ ଚାପମୁକ୍ତ ହେବା ମଧ୍ୟ ଖୁବ ଆବଶ୍ୟକ । ଆରମଦାୟକ ନିଦ ପାଇଁ ଭୋଜନ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ବାଦାମ, ଅଖରୋଟ, ବାକୁଲି ବୁଟ, କ୍ଷୀର, ଦଲିଆ ଏବଂ ଭାତ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ । ଏହା ବ୍ୟତିତ ଆପଣ କିଛି ଉପାୟ ଅବଲମ୍ବନ କରି ଭଲ ନିଦ ପାଇପାରିବେ ।

  • ସ୍କାଲ୍ଫକୁ ନିମିତ ଟ୍ରିଟମେଣ୍ଟ କରନ୍ତୁ । ଏହା କେଶକୁ ପୋଷଣ ହେବା ସହିତ ନିଦରେ ମଧ୍ୟ ସହାୟକ ହୋଇଥାଏ । ଏହା ସହିତ ସଫ୍ଟ ତକିଆ ନିଦ ହେବାରେ ମଧ୍ୟ ସାହାଯ୍ୟ କରିଥାଏ ।
  • ଚିନ୍ତା ମୁକ୍ତ ରହିବା ପାଇଁ ଏବଂ ଭଲ ନିଦ ପାଇଁ କେଶକୁ ଢିଲା କରି ବାନ୍ଧନ୍ତୁ ।
  • ଟି ଟ୍ରି ଅଏଲରେ ନିୟମିତ କେଶକୁ ମାଲିସ କରନ୍ତୁ । ଏହା ଦ୍ୱାରା ରକ୍ତ ଚଂଚାଳନ ଠିକ ଭାବେ ହୋଇଥାଏ । ଏହା କେଷକୁ
  • ସୁସ୍ଥ ରଖିବା ସହିତ ଚିନ୍ତାରୁ ମୁକ୍ତି ଦେଇଥାଏ । ଏହି ଅଏଲରେ ମସାଜ କରିବା ଦ୍ୱାରା ଭଲ ନିଦ ଆସିଥାଏ ।
    ରାତିରେ ଶୋଇବା ସମୟରେ ଆରାମ ଦାୟକ ଏବଂ ଷ୍ଟାଇଲିସ ସ୍ଲିପୱେୟାର ପିନ୍ଧନ୍ତୁ । ସ୍ୟାଟିନ ଏବଂ ରଙ୍ଗୀନ ସ୍ଲିପୱେୟାର ପିନ୍ଧିପାରିବେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More