Only for Entertainment

ଅମିର ନୁହେଁ ହ୍ରିତିକ ରୋଶନ ଥିଲେ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ।

DNA India
0 37

ମିଡିଆରେ ପ୍ରଥମେ ମଧ୍ୟ ଶୁଣିବାକୁ ମିଳିଥିଲା ଯେ ଅମିର ଖାନଙ୍କ ଆଗାମୀ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ପାଇଁ ଅମିର ନୁହେଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ହ୍ରିତିକ ରୋଶନ । ନିର୍ମାତା ଲିଡ ଅଭିନେତାରେ ଅମିତାଭଙ୍କ ସହିତ ହ୍ରିତିକ ରୋଶନଙ୍କୁ ନେବା ପାଇଁ ଚାହୁଁଥିଲେ କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ ।

ଏବେ ଏହାର କାରଣ ସାମ୍ନାକୁ ଆସିଛି ଖବର ଅନୁସାରେ ହ୍ରିତିକ ଫିଲ୍ମ ପାଇଁ ନିର୍ମାତାଙ୍କ ଠାରୁ ଫିସ୍ ସହିତ ୬୦ କୋଟି ଟଙ୍କା ଦାବି କରିଥିଲେ । ଏହି କାରଣରୁ ନିର୍ମାତା ଫିଲ୍ମରେ ହ୍ରିତିକଙ୍କୁ ନେବା ପାଇଁ ପଛଘୁଞ୍ଚା ଦେଇଥିଲେ । ନିର୍ମାତାଙ୍କ ମତେରେ ହ୍ରିତିକଙ୍କୁ ଏତେ ଧନ ଦେଇ ବକ୍ସ ଅଫିସରେ ଖେଳି ଖେଳିହେବ ନାହିଁ ।

ନିର୍ଦ୍ଦେଶକ ବିଜୟ କୃଷ୍ଣା ଆଚାର୍ଯ୍ୟଙ୍କ ଏହି ଫିଲ୍ମ ଦେଶର ସବୁଠାରୁ ମହଙ୍ଗା ଫିଲ୍ମ ଗୁଡିକ ମଧ୍ୟରେ ସାମିଲ ରହିଛି । ଫିଲ୍ମରେ ଅମିର, ଅମିତାଭଙ୍କ ସହିତ କ୍ୟାଟ୍ରିନା କୈଫ ଏବଂ ଫାତିମା ଶେଖ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More