Only for Entertainment

ସାମ୍ନାକୁ ଆସିଲା‘ସୁପର-୩୦’ସୁଟିଂ ସେଟରୁ ହ୍ରିତିକ ରୋଶନଙ୍କ ଫଟୋ ।

AMARUJALA
0 57

ବଲିଉଡ ହ୍ୟାଣ୍ଡସମ ହଙ୍କ କୁହାଯାଉଥିବା ଅଭିନେତା ହ୍ରିତିକ ରୋସନଙ୍କର ଯେଉଁ ଫଟୋ ଆସିଛି ସେଥିରେ ଆପଣ ତାଙ୍କୁ ଚିହ୍ନିବା ବଡ କଷ୍ଟକର ଅଟେ । କିଛି ଦିନ ହେବ ସେ ତାଙ୍କ ଆଗାମୀ ଫିଲ୍ମ ‘ସୁପର୩୦’ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ପାଇଁ ସେ ତାଙ୍କ ଶରୀର ଉପରେ ଖାସ ଧ୍ୟାନ ଦେଉଛନ୍ତି । କିଛି ଦିନ ପୂର୍ବେ ସେ ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରିଥିଲେ ।

ପଟନାର ଆନନ୍ଦ କୁମାରଙ୍କ ଉପରେ ପ୍ରସ୍ତୁତ ହେଉଥିବା ଫିଲ୍ମ ପାଇଁ ହ୍ରିତିକ ତାଙ୍କ ଭଳି ଲୁକ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ହ୍ରିତିକଙ୍କର ଏହି ଲୁକ ଦେଖି ଆନନ୍ଦ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ହ୍ରିତିକ ନିଜକୁ ଆନନ୍ଦଙ୍କ ବାୟୋପିକ ପାଇଁ ନିଜକୁ ଏଭଳି ପ୍ରସ୍ତୁତ କରିଛନ୍ତି ଯେ ଜାଣିବା କଷ୍ଟକର ହୋଇପଡିଛି । ତାଙ୍କର ଏହି ଲାଟେଷ୍ଟ ଫଟୋ ସେଟର । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ତାଙ୍କର ୩ୟ ସିଡ୍ୟୁଲ ଅଟେ । ପ୍ରଥମ ଏବଂ ଦ୍ୱିତୀୟ ସିଡ୍ୟୁଲ ସୁଟିଂ ପଟନା ଏବଂ ବନାରସରେ ପୂରା ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More