Only for Entertainment

ହ୍ରିତିକ ରୋଶନ କହିଲେ କିଭଳି ଅସମ୍ଭବ ସ୍ୱପ୍ନକୁ ପୂରା କରିପାରିବେ ପିଲା ?

17

ହ୍ରିତିକ ରୋଶନ ଫିଲ୍ମ ଜଗତରେ ସେହି ଅଭିନେତା ମଧ୍ୟରୁ ଜଣେ ଯିଏ କୌଣସି ଫିଲ୍ମରେ ଆସିଲେ ତାହା ହଟକେ ହୋଇଥାଏ । ଏହିକାରଣରୁ ଫ୍ୟାନ୍ସମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି । ଏଠାରେ ଆମେ କହି ରଖୁଛୁ ଯେ ୧୨ଜୁଲାଇରେ ରେ ତାଙ୍କ ଫିଲ୍ମ ‘ସୁପର୩୦’ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ହ୍ରିତିକ ପ୍ରସିଦ୍ଧ ଗଚ୍ଚିତଜ୍ଞ ଆନନ୍ଦ କୁମାରଙ୍କ ଭୂମିକାରେ ନଜର ଆସିବେ । ଫ୍ୟାନ୍ସ ତ ଛାଡନ୍ତୁ ହ୍ରିତିକ ମଧ୍ୟ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହିତ ।
ଏଠାରେ ଆମେ କହି ରଖୁଛୁ ଯେ ହ୍ରିତିକ ରୋଶନ ଏବେ ନିଜ ଆଗାମୀ ଫିଲ୍ମ ‘ସୁପର୩୦’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହାସହ ସେ ଇନଷ୍ଟାଗ୍ରାମରେ ମଧ୍ୟ ଫିଲ୍ମକୁ ନେଇ ଭିଡିଓ ଏବଂ ମେସେଜ ଶେୟାର କରୁଛନ୍ତି ।

 

View this post on Instagram

 

A post shared by Hrithik Roshan (@hrithikroshan) on

ନିକଟରେ ସେ କିଛି ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ଭିନ୍ନ ଭିନ୍ନ କଥା କହୁଥିବା ଏବଂ ବୁଛାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ମଧ୍ୟରୁ ଗୋଟେ ଭିଡିଓରେ ସେ ପିଲାମାନଙ୍କୁ ସ୍ୱପ୍ନ ଦେଖିବା ବିଷୟରେ କହୁଛନ୍ତି । ଦେଖନ୍ତୁ ଭିଡିଓ-

ଏଠାରେ ଆମେ କହି ରଖୁଛୁ ଯେ ବିକାଶ ବାହଲଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ହ୍ରିତିକ ରୋଶନ ଏବଂ ମୃଣାଳ ଠାକୁରଙ୍କ ବ୍ୟତୀତ ନନ୍ଦୀଶ ସିଂ, ଅମିତ ସାଧ ଏବଂ ପଙ୍କଜ ତ୍ରିପାଠୀ ମଧ୍ୟ ନଜର ଆସିବେ । ଫିଲ୍ମରେ ବିଜୟ ବର୍ମା କାମିଓ ରୋଲରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More