ଇଟାଲୀରେ ବୋଟର ମଜା ନେଉଛନ୍ତି ହ୍ରିତିକ , ସୋସିଆଲ ମିଡିଆରେ ଶେୟାର କଲେ ଫଟୋ !
ସୋସିଆଲ ମିଡିଆରେ ହ୍ରିତିକ ରୋଶନ ନିଜର କିଛି ସେଲ୍ଫି ଶେୟାର କରିଛନ୍ତି, ଏହି ଫଟୋକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଛି ।
ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।
ହ୍ରିତିକ ଏବେ ତାଙ୍କର ଅପକମିଂ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି ।
ଏହି ଫିଲ୍ମରେ ତାଙ୍କ ସହ ଟାଇଗର ଶ୍ରଫ ମଧ୍ୟ ନଜର ଆସିବେ ।