Only for Entertainment

ରିଲିଜ ହେଲା ହ୍ୟୁମାନ ସାଗରଙ୍କ କଣ୍ଠରୁ ରୋମାଂଟିକ ସଙ୍ଗ ‘ପହିଲି ଶ୍ରାବଣ’ର ଷ୍ଟୁଡିଓ ଭର୍ସନ !

26

ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ୱରରେ ଶୁଣିବାକୁ ମିଳିଛି ଏକ ମନଛୁଆଁ ରୋମାଂଟିକ୍ ଗୀତ ପହିଲି ଶ୍ରାବଣ । ନିକଟରେ ଏହି ଗୀତର ରେକର୍ଡିଂ କରିବାରେ ନଜର ଆସିଛନ୍ତି ହ୍ୟୁମାନ୍ ସାଗର । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ମାନସ କୁମାର୍ ।

ଆଉ ଏହି ମନଛୁଆଁ ଗୀତର ରଚନା କରିବା ସହ ଏହାକୁ ପ୍ରଡ୍ୟୁସ କରିଛନ୍ତି ଦେବରାଜ ଗଉଡ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଷ୍ଟୁଡିଓ ଭର୍ସନଟିକୁ ଓଡିଆ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More