Only for Entertainment

ଏବେ ଖୁସିରେ ମରିପାରିବେ ମୌନୀ . . . !

navbharattimes
49

ଗୋଲ୍ଡ ସହ ହିନ୍ଦୀ ଫିଲ୍ମରେ ପାଦ ଦେଇଥିବା ଅଭିନେତ୍ରୀ ମୌନି ରୟଙ୍କ କହିବା ମୁତାବକ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମହାନାୟକ ଅମିତାଭ ବଚ୍ଚନଙ୍କ ସହ କାମ କରିବା ପରେ ସେ ଏବେ ଖୁସିରେ ମରିପାରିବେ ବୋଲି କହିଛନ୍ତି ।

ଆରଏସଏଚ ଗ୍ଲୋବାଲର ନୂଆ ବ୍ରାଣ୍ଡ ଆମ୍ବ।।ସାଡର ହୋଇଥିବା ମୌନୀ କହିଛନ୍ତି ଯେ ସେ ଯଦି ମହାନାୟକଙ୍କ ସହ ଅଭିନୟ କରି ସେ ଏବେ ଖୁସିରେ ମରିପାରିବେ । ଏଠାରେ ଆମେ କହି ରଖୁଛୁଯେ ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ର’ରେ ପ୍ରଥମ ଥର ଅଭିତାଭଙ୍କ ସହ କାମ କରିଛନ୍ତି ।

କରଣ ଜୋହରଙ୍କ ବ୍ରହ୍ମାସ୍ତ୍ର କ୍ରିସମସ ୨୦୧୯ରେ ରିଲିଜ ହେବ । ଏହି ଫିଲ୍ମରେ ରଣବୀର କପୂର ଏବଂ ଆଲିୟା ଭଟ୍ଟଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଏବଂ ନାଗାର୍ଜୁନ ଭଳି ଅଭିନେତ୍ରୀ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More