Only for Entertainment

କମାଣ୍ଡର ଅଭିନନ୍ଦନଙ୍କୁ ନେଇ ଫିଲ୍ମ ବନାଇବା ପାଇଁ ରେଜିଷ୍ଟର ଅଫିସ ପହଂଚିଲେ ନିର୍ମାତା ନିର୍ଦ୍ଦେଶକ, ଏହି ଟାଇଟଲ ଡିମାଣ୍ଡ ଅଧିକ !

267

ପୁଲୱାମା ପରେ ଚର୍ଚ୍ଚାରେ ଆସିଥିବା ଅଭିନନ୍ଦନ ନିଜ ଦେଶକୁ ଫେରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଏହି ଖବର ପାଇଁ ସାରା ଭାରତ ଏବେ ଖୁସି ମନାଉଛି । ଯେଉଁଠି ଗୋଟେ ପଟେ ଦେଶ ଖୁସି ମନାଉଛ. ସେଇଠି ଅନ୍ୟପଟେ କିଛି ପ୍ରଡ୍ୟୁସର ଏଭଳି ଅଛନ୍ତି ଯିଏ କମାଣ୍ଡର ଅଭିନନ୍ଦନଙ୍କ ଉପରେ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଅନେକ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ।

ଫିଲ୍ମ ଦୁନିଆ ପାଇଁ ଏହି କାହାଣୀ ଠାରୁ ସୁନ୍ଦର କାହାଣୀ ଆଉ କଣ ହୋଇପାରେ । ବାୟୁସେନାର ଜଣେ ଅଫିସର ପାକିସ୍ତାନର ପ୍ରତିଶୋଧ ନେବା ପାଇଁ ପାକିସ୍ତାନରେ ପହଂଚି ଯାଇଥିଲେ ।

 

View this post on Instagram

 

Salute to u abhinandan sir?? proud of you ?????? #abhinandan #indianarmy #india #indian #indianarmyisthebest ??????

A post shared by india_strikes_back_14 (@india_strikes_back) on

ଅଭିନନ୍ଦନଙ୍କ ଉପରେ ଫିଲ୍ମ ବନାଇବା ପାଇଁ ଯାହା ଟାଇଟଲ ରଖାଯାଇଛି । ଯେଉଁଥିରେ ନାଁ ରହିଛି ଅଭିନନ୍ଦନ, ପୁଲୱାମା, ପୁଲୱାମା ଆଟାକ ଭଳି ନାଁ ସାମିଲ ରହିଛି । ଅସଲରେ ନିର୍ମାତାଙ୍କ ରେଜିଷ୍ଟ୍ରେସନକୁ ହୋଲ୍ଡରେ ରଖାଯାଇଛି । ଦେଖାଯାଉ ଏହି ଲକି ଚାନ୍ସ କାହା ହାତରେ ଲାଗୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More