Only for Entertainment

ସ୍ୱପ୍ନରେ ଶିବଲିଙ୍ଗ ଦେଖିଲେ କ’ଣ ହୁଏ ।

Aaj Tak
33

ସ୍ୱପ୍ନରେ ଭଗବାନ ବିଷ୍ଣୁଙ୍କ ଦର୍ଶନ ଭାଗ୍ୟୋଦୟର ସଂକେତ ଦେଇଥାଏ। ଯଦି ଆପଣଙ୍କୁ ସ୍ୱପ୍ନରେ ଭଗବାନ ବିଷ୍ଣୁ ଦର୍ଶନ ଦେଉଛନ୍ତି, ତେବେ ଖୁବ୍‌ଶୀଘ୍ର ଆପଣଙ୍କର ଭାଗ୍ୟରେ ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି ଜାଣନ୍ତୁ। ଆପଣଙ୍କ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଯିବ।
ମା’ ସରସ୍ୱତୀ: ବିଦ୍ୟା ଦେବୀ ମା’ ସରସ୍ୱତୀଙ୍କୁ ସ୍ୱପ୍ନରେ ଦେଖିଲେ, ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ବହୁତ ଶୀଘ୍ର ସଫଳତା ମିଳିବ।

ସ୍ୱପ୍ନରେ ମା’ ଦୁର୍ଗାଙ୍କୁ ଦେଖିଲେ, ଆପଣ କିମ୍ବା ଆପଣଙ୍କ ଘରର କୌଣସି ବ୍ୟକ୍ତି ଦୀର୍ଘ ଦିନ ଧରି ଆକ୍ରାନ୍ତ ହୋଇଥିବା ରୋଗରୁ ଖୁବ୍‌ଶୀଘ୍ର ଆରୋଗ୍ୟ ଲାଭ ହେବ।

ସ୍ୱପ୍ନରେ ଶିବଲିଙ୍ଗ ଦେଖିବା ଅତ୍ୟନ୍ତ ଶୁଭଦାୟକ। ସ୍ୱପ୍ନରେ ଶିବଲିଙ୍ଗ ଦେଖିବାର ଅର୍ଥ ହେଉଛି ନିକଟ ଭବିଷ୍ୟତରେ ଆପଣଙ୍କ ସମସ୍ତ ଦୁଃଖ, କଷ୍ଟ ଦୂର ହୋଇଯିବ।

ସ୍ୱପ୍ନରେ ଭଗବାନ କୃଷ୍ଣଙ୍କୁ ଦେଖିବାର ଅର୍ଥ ହେଉଛି, ଆପଣଙ୍କୁ ପ୍ରେମ ସମ୍ପର୍କରେ ସଫଳତା ମିଳିବା ନିଶ୍ଚିତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More