Only for Entertainment

ଦୀପିକାଙ୍କ ପଛରେ ଗଲେ ସଲମାନ, ଏହାପରେ ଯାହା ହେଲା ହସକୁ ଅଟକାଇ ପାରିଲେନି ଅଭିନେତ୍ରୀ, ଦେଖନ୍ତୁ ଭାଇରାଲ ଭିଡ଼ିଓ

aajtak
48

ବହୁ ପ୍ରତିକ୍ଷୀତ ଆଇଫା ଆୱାର୍ଡ଼ ୨୦୧୯ର ଆୟୋଜନ ହୋଇଥିଲା । ଇଭେଂଟରେ ବଲିଉଡ ସେଲିବ୍ରେଟୀଙ୍କ ଜଲୱା ଦେଖିବାକୁ ମିଳିଲା । ଗ୍ରୀନ କାର୍ପେଟରେ ବଲିଉଡ ସେଲିବ୍ରେଟୀଙ୍କ ଫ୍ୟାଶନେବଲ ଅନ୍ଦାଜ ଦେଖିବା ଯୋଗ୍ୟ ହୋଇଛି । ଆୱାର୍ଡ଼ ଫଙ୍କସନରେ ଦୀପିକାଙ୍କ ସହିତ କିଛି ଏଭଳି ହେଲା ଯାହାକୁ ନେଇ ହସକୁ ଅଟକାଇ ପାରିଲେନି ଅଭିନେତ୍ରୀ

ଫଙ୍କସନରେ ମିଡିଆ ଦୀପିକାଙ୍କ ଫଟୋ କ୍ଲିକ କରୁଥିଲା । ଏହି ମଧ୍ୟରେ ପ୍ରବେଶ କଲେ ସଲମାନ । ସଲମାନଙ୍କ ଜଲୱା କାହାକୁ ଅଛପା ନାହିଁ । ଯେମିତି ସଲମାନ ସେଠାରେ ପ୍ରବେଶ କରିଛନ୍ତି ଫ୍ୟାନ୍ସ ଦୀପିକାଙ୍କୁ ଛାଡ଼ି ସଲମାନ ସଲମାନ ଚିଲ୍ଲାଇବାକୁ ଲାଗିଲେ ।

ବାସ୍ତବରେ ସଲମାନଙ୍କୁ ଦୀପିକାଙ୍କ ପରେ ପ୍ରବେଶ କରବିାର ଥିଲା । ଦୀପିକା କିଛି ସମୟ ମିଡିଆ ସହିତ ଏଡ୍ରିସ କରିଛନ୍ତି ପୂରା ମିଡିଆ ଭାଇ ଭାଇ ଚିକô୍ାର କରିବାକୁ ଲାଗିଲା । ଏହାପରେ ଦୀପିକା ପଛକୁ ବୁଲି ଚାହିଁଲେ ଏବଂ ନିଜ ହସକୁ ଅଟକାଇ ପାରିଲେନି । ସଲମାନ ଏବଂ ଦୀପିକାଙ୍କ ଭିଡ଼ିଓ ଇଂଟରନେଟରେ ଖେଳି ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More