Only for Entertainment

୨ଷଣ୍ଢଙ୍କ ପାଇଁ ଆହତ ହେଲେ ଆଇଆଇଟି ବମ୍ବେର ଛାତ୍ର, ଦେଖନ୍ତୁ ତା’ପରେ କଣ ହେଲା !

43

ମୁମ୍ବାଇର ଆଇଆଇଟି ବମ୍ବେରେ ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିିଛି । ଆଜ୍ଞା ହଁ ଏହି ଭିଡିଓରେ ଜଣେ ବ୍ୟକ୍ତି ଫୋନରେ କଥା ହେଉଥିବା ସମୟରେ , ତାଙ୍କ ପଛରେ ଦୁଇଟି ୨ଷଣ୍ଢ ଲଢେଇ କରି ପହଂଚିଥଲେ । ଏହାପରେ ଏହି ଷଣ୍ଢ ବ୍ୟକ୍ତି ଜଣକ ଉପରେ ଚଢି ଚାଲିଯାଇଥିଲେ । ଯେଉଁକାରଣରୁ ବ୍ୟକ୍ତି ଜଣକ ଆହତ ହୋଇଛନ୍ତି । ବ୍ୟକ୍ତି ଜଣକ ପଡି ଗଲାପରେ ଉଠି ପାରିନଥିଲେ । ଏଠାରେ ଦେଖନ୍ତୁ ଭିଡିଓ –


ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ପୀଡିତ ବ୍ୟକ୍ତିଙ୍କ ନାଁ ଅକ୍ଷୟ । ସେ କେରଳରୁ ୨ମାସ ହେବ ଇଂଟର୍ନସିପ ପାଇଁ ମୁମ୍ବାଇ ଆସିଥିଲେ । ସୂତ୍ର ମୂତାବକ ଅକ୍ଷୟ ଏବେ ମଧ୍ୟ ହସ୍ପିଟାଲରେ ଅଛନ୍ତି । ଶୁଣିବାକୁ ମିଳିଛି ଯେ କୌଣସି ପ୍ରକାରର ଗଭୀର ଆଘାତ ତାଙ୍କୁ ଲାଗିନାହିଁ । ପୁଲିସ ଏସମ୍ପର୍କରେ ବୟାନ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More