Only for Entertainment

ସ୍ୱାମୀଙ୍କ ସହ ଏଭଳି ଅନ୍ଦାଜରେ ସ୍ପଟ ହେଲେ ନାୟିକା ଇଲିଆନା ଡିକୃଜ !

66

ବଲିଉଡ ଅଭିନେତ୍ରୀ ଇଲିଆନା ଡିକୃଜ କିଛି ଦିନ ହେବ ଫିଲ୍ମ ଦୁନିଆ ଠାରୁ ଦୂରରେ ଅଛନ୍ତି । କିନ୍ତୁ ସେ ନିଜର ରିଲେସନସିପକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ଇଲିଆନାଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ସେ ସ୍ୱାମୀ ଏଣ୍ଡ୍ରୟୁ ନିବୋନଙ୍କ ସହ ନଜର ଆସିଥିଲେ । ଏହି ଫଟୋରେ ଦୁହିଁଙ୍କ ଲଭ ବଣ୍ଡିଂ ପରିଷ୍କାର ନଜର ଆସିଥିଲା ।

ଅସଲରେ ଏଣ୍ଡ୍ରୟୁଙ୍କ ତାଙ୍କର ଅନେକ ଫଟୋ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରନ୍ତି ଏବଂ ଅନେକ ସମୟରେ ସେ ଏଣ୍ଡ୍ରୟଙ୍କୁ ନେଇ ହବି’ ଶବ୍ଦ ବ୍ୟବହାର କରନ୍ତି ।

ଦୁହେଁ ବିବାହକୁ କେବେ କଲେ ଏହା ବିଷୟରେ କିଛି ସ୍ପଷ୍ଟ ଖବର କାହାକୁ ଜଣାନାହିଁ । ଏହି ଯୋଡି ଗତ ତିନି ବର୍ଷ ହେବ ଏକାଠି ନଜର ଆସୁଛନ୍ତି ।

ଏଠାରେ ଆମେ ଇଲିଆନାଙ୍କ କାମ ବିଷୟରେ କହିବାକୁ ଗଲେ ସେ ତାମିଲ ଫିଲ୍ମ ଅମର ଆକବର ଆନ୍ଥୋନୀ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାପୂର୍ବରୁ ସେ ସାଉଥ ସିନେମା ଏବଂ ତାମିଲ ଏବଂ ତେଲୁଗୁ ଏବଂ କନ୍ନଡ ଫିଲ୍ମରେ ଅଭିନୟ କରିଛନ୍ତି । ବଲିଉଡରେ ସେ ବର୍ଫି’ରୁ ଡେବ୍ୟୁ କରିଥିଲେ । ଅକ୍ଷୟଙ୍କ ସହ ଇଲିଆନା ରୁସ୍ତମ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More