Only for Entertainment

ଗୋରା ହେବା ପାଇଁ ସହାୟକ ହୁଏ ତେନ୍ତୁଳି ।

IndiaMART
70

ତେନ୍ତୁଳିକୁ ଏକ ଖଟା ଏବଂ ଏହାକୁ ଔଷଧ ଭାବରେ ବ୍ୟବହାର କରାଯାଏ । ଖାଦ୍ୟର ସ୍ୱାଦକୁ ବଢାଇବା ପାଇଁ ତେନ୍ତୁଳିର ବ୍ୟବହାର କରାଯାଏ । ରୂପା ଜିନିଷର ପୁରୁଣା ରଙ୍ଗ ଫେରାଇବା ପାଇଁ ମଧ୍ୟ ତେନ୍ତୁଳିର ବ୍ୟବହାର କରାଯାଏ । କିନ୍ତୁ ଖୁବ କମଲୋକ ଜାଣିଥିବେ ଯେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ତେନ୍ତୁଳିର ବ୍ୟବହାର କରାଯାଏ । ଯାହା ଖୁବ ଭଲ ଭାବରେ କାମ କରେ ।ତେବେ କେଉଁଭଳି ଗୋରା ହେବାକୁ ତେନ୍ତୁଳି ସାହାଯ୍ୟ କରେ ଆସନ୍ତୁ ଆଲୋଚନା କରିବା ।

ତେନ୍ତୁଳିକୁ ପାଣିରେ ଭିଜାଇ ଏହାର ରସ ଶରୀରରେ ଲେପନ କରିବାର ୧୦ ମିନିଟ୍‌ ପରେ ଗାଧୋଇଲେ ତ୍ୱଚା ଚିକ୍କଣ ଓ ଉଜ୍ଜ୍ୱଳ ହୋଇଥାଏ।

ଜ୍ୱର ହୋଇଥିଲେ ପାଚିଲା ତେନ୍ତୁଳି ରସ ଖାଇଲେ ଏହା ଠିକ୍‌ ହୋଇଯାଏ।

ଗଳା ସମସ୍ୟା ଦେଖାଗଲେ ତେନ୍ତୁଳିପତ୍ର ରସକୁ ପାଣିରେ ମିଶାଇ ଦିନେ ୨ ଦିନ କୁଳିକଲେ ଏହା ଠିକ୍‌ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More