Only for Entertainment

ଏହି ଫିଲ୍ମର ରିମେକରେ ନଜର ଆସିବେ ବରୁଣ ଧାୱନ ।

24

ବଲିଉଡର ସିରିଅଲ କିସର ନାମରେ ଜଚ୍ଚାଶୁଣା ଇମ୍ରାନ ହାସମୀ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ଚର୍ଚ୍ଚାରେ ରହିବାର କାରଣ ହେଉଛି ତାଙ୍କ ଆଗାମୀ ଫିଲ୍ମ । ଏବେ ଇ୍ରମାନ ଗୋଟିଏ ପରେ ଗୋଟିଏ କେତେକ ପ୍ରୋଜେକ୍ଟ ସାଇନ କରୁଛନ୍ତି । ଅମିତାଭ ବଚ୍ଚନଙ୍କ ସହିତ ଏକ କେମେଷ୍ଟ୍ରି ଥ୍ରିଲର ସାଇନ କରିବା ପରେ ଏବେ ଇ୍ରମାନଙ୍କ ହାତରେ ଲାଗିଛି ଆଉ ଏକ ଫିଲ୍ମ । ଖବର ଅନୁସାରେ ଇମ୍ରାନ ହାସମୀ ମଲୟାଲାମ ସୁପରନାଚୁରାଲ ଥ୍ରିଲର ଫିଲ୍ମ ଏଜ୍ରାର ହିନ୍ଦୀ ରିମେକରେ ନଜର ଆସିବେ ।

କୁହାଯାଉଛିଯେ ଏହିଫିଲ୍ମର ନିର୍ଦ୍ଦେଶନା ଦେବେ ଜେ କୃଷ୍ଣାନ । ଫିଲ୍ମର ନିର୍ମାତା ହେଉଛନ୍ତି ଭୂଷଣ କୁମାର, କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକ । ଫିଲ୍ମର ସୁଟିଂ ମୁମ୍ବାଇ ଏବଂ ମରିସସରେ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More