ବୋହୂ ଦୀପିକାଙ୍କୁ ପଛରେ ପକାଇ ମେହଫିଲ ଲୁଟିଲେ ରଣବୀରଙ୍କ ମା,ପାର୍ଟିରେ ରହିଲା ସମସ୍ତଙ୍କ ନଜର ।
ଗତକାଲି ମୁ୍ମ୍ବାଇରେ ରଣବୀର ଏବଂ ଦୀପିକା ବିବାହର ଦ୍ୱିତୀୟ ରିସେପସନ ପାର୍ଟିର ଆୟୋଜନ କରିଥିଲେ । ଦୁଇ ଜଣ ଖୁବ ରୟାଲ ଲାଗୁଥିଲେ । କିନ୍ତୁ ରିସେପସନରେ ରଣବୀରଙ୍କ ମା ଅଂଜୁ ଭବନାନୀଙ୍କ ଉପରେ ରହିଲା ସମସ୍ତଙ୍କ ନଜର ।
View this post on Instagram
@deepikapadukone bonding with mother-in-law #anjubhavnani #Repost @filmfashionfood with @get_repost
ଅଂଜୁ କଳା ରଙ୍ଗର ପୋଷାକରେ ଖୁବ ଗର୍ଜିଅସ ଏବଂ ଗ୍ଲାମରସ ଦେଖା ଯାଉଥିଲେ । ଅଂଜୁଙ୍କ ଲୁକକୁ ଲୋକ ଖୁବ ପସନ୍ଦ କରିଛନ୍ତି । ଏଭଳି ଲାଗୁଥିଲା ଯେପରି ସେ ବୋହୂ ଦୀପିକାଙ୍କୁ ଟକ୍କର ଦେଉଥିଲେ ।
କହିରଖୁଛୁଯେ ଦୀପିକା ଏବଂ ରଣବୀର ୧୪ ଏବଂ ୧୫ରେ ଦୁଇଟି ରୀତିନୀତିରେ ବିବାହ କଲେ ।ଦୁଇ ଜଣ ବାଙ୍ଗାଲୁରରେ ପ୍ରଥମ ରିସେପସନ ପାର୍ଟି ଦେଇଥିଲେ ।
ଦ୍ୱିତୀୟ ରିସେପସନ ଗତକାଲି ମୁମ୍ବାଇରେ ରଖା ଯାଇଥିଲା ।