Only for Entertainment

ଟ୍ୱିଟରରେ ଯାଦୁ କଲା #Surgicalstrike2 , ଭାରତୀୟ ୟୁଜର୍ସ ପାକିସ୍ତାନକୁ ପଚାରିଲେ Hows The Khauf?

340

ଜମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିବା ହମଲାର ଭାରତ ପ୍ରତିଶୋଧ ନେଇଛି । ସୋମବାର ଡେରି ରାତିରେ ଭାରତୀୟ ବାୟୁସେନା ଏଲଓସି ପାର କରି ପିଓକେ ସୀମାରେ ଥିବା ଆତଙ୍କୀ ‘ଜୈଶ-ଏ-ମହମ୍ମଦ’କ୍ୟାମ୍ପ ଉପରେ ହମଲା କରି କ୍ୟାମ୍ପ ଗୁଡିକୁ ଧ୍ୱଂସ କରିପକାଇଛି । ଯଦିଓ ଏହାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ , ମାତ୍ର ଖବର ଆସୁ ଆସୁ ଟ୍ୱିଟରରେ ସର୍ଜିକାଲ ଷ୍ଟ୍ରାଇକ ୨ ଟପଟ୍ରେଣ୍ଡରେ ରହିଛି । ଭାରତୀୟ ଷ୍ଟ୍ରାଇକ ରେ ବିକ୍କି କୌଶଲ ଡାଏଲଗ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସୈନିକଙ୍କୁ ପଚରିଛନ୍ତି  Hows The Josh?  ଟ୍ୱିଟରରେ ଲୋକମାନେ ଏଭଳି ପ୍ରଶଂସା କରୁଛନ୍ତି ବାୟୁସେନାଙ୍କୁ ।

ଏଠାରେ ଆମେ କହି ରଖୁଛୁ ଯେ ଭାରତୀୟ ବାୟୁସେନା ପାଖାପାଖି ୨୧ମିନିଟ ପର୍ଯ୍ୟନ୍ତ ଆକ୍ରମଣ ହୋଇଥିଲା । ଭାରତୀୟ ବାୟୁସେନା ମୁଜାଫରାବାଦରେ ସମୟ ୩.୪୮ ରୁ ୩.୫୫, ଚକୋଟିରେ ସମୟ ୩.୫୮ରୁ ୪.୦୪ପର୍ଯ୍ୟନ୍ତ ଏବଂ ବାଲାକୋଟରେ ସମୟ୩.୪୫ରୁ ୩.୫୩ପର୍ଯ୍ୟନ୍ତ ହମଲା କରି୍ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More