Only for Entertainment

ଜନ ଗଣ ମନକୁ ନେଇ ଏହି ବ୍ୟକ୍ତି ଜଣକ ୟୁଟ୍ୟୁବରେ ବନାଇଲେ ରେକର୍ଡ , ୭କୋଟି ଥର ଦେଖାଗଲା ଭିଡିଓ !

khabarNDTV
0 46

ଭାରତରେ ୧୫ଅଗଷ୍ଟ ୨୦୧୮କୁ ସ୍ୱାତନ୍ତ୍ରତା ଦିବସ ରୂପେ ପାଳନ କରାଯାଏ । ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ହେବ । ଏହି ଭାଷଣରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ର ଧ୍ୱଜ ଉତ୍ତୋଳନ କରିବେ । ଏହିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଶୁଣି ଆପଣଙ୍କୁ ମଧ୍ୟ ମଜା ଆସିଯିବ । ଜଣେ ବ୍ୟକ୍ତି ଜନ ଗଣ ମନ ବଜାଇଛନ୍ତି । ଯାହାକୁ ସମଗ୍ର ଦୁନିଆରେ ପସନ୍ଦ ଆସିଛି ।

ମାତ୍ର ୧୬ଦିନରେ ୭କୋଟି ଭ୍ୟୁ ହୋଇଛନ୍ତି । ଏହା କୌଣସି ଦେଶର ସବୁଠାରୁ ଅଧିକ ଦେଖାଯାଇଥିବା ରାଷ୍ଟ୍ର ସଙ୍ଗୀତ ଭିଡିଓ ହୋଇ ସାରିଲାଣି ।

ଏହି ଭିଡିଓ ୨୯ଜୁଲାଇରେ ୟୁଟ୍ୟୁବରେ ଅପଲୋଡ କରାଯାଇଥିଲା । ପିୟାନିସ୍ଟ ଶୟନ କହିଛନ୍ତି- ପ୍ରଥମ ଦିନରେ ଏହି ଭିଡିଓ ୫ମିଲିୟନ ଭ୍ୟୁ ମିଳିଛି । ଏଠାରେ ଅନୁମାନ ଲଗାଯାଉଛି ଯେ ଏହି ମ୍ରୁ୍ୟଜିକ ଜରିଆରେ ଭାରତ ସହ ସମସ୍ତେ ଯୋଡି ହୋଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More