Only for Entertainment

ବ୍ରେକଫାଷ୍ଟରେ ପ୍ରସ୍ତୁତ କରନ୍ତୁ ବ୍ରେଡ ଇଡଲି

you tube
0 73

ସାମଗ୍ରୀ-

ବ୍ରେଡ ସ୍ଲାଇସ – ୬ ଟି
ସୁଜି- ୧୬୦ ଗ୍ରାମ
ଦହି- ୨୩୫ ଗ୍ରାମ
ଲୁଣ- ଅଧା ଚାମଚ
ପାଣି- ୧୭୦ ମିଲି
ଫ୍ରୁଟ ସଲ୍ଟ- ୧ ଚାମଚ
ପାଣି- ୨ ଚାମଚ

ପ୍ରଣାଳୀ-

ପ୍ରଥମେ ବ୍ରେଡ ନେଇ ତାହାର ଚାରି ପାଖକୁ କାଟି ଦିଅନ୍ତୁ । କାଟି ସାରିବା ପରେ ଏହାକୁ ବ୍ଲେଣ୍ଡ କରି ଏକ ବାଉଲରେ କାଢି ଦିଅନ୍ତୁ । ଏହପରେ ଫ୍ରୁଟ ସଲ୍ଟକୁ ଛାଡି ସମସ୍ତ ସାମଗ୍ରୀ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହପରେ ଫ୍ରୁଟ ସଲ୍ଟ ଏବଂ ୨ ଚାମଚ ପାଣି ଦେଇ ଭଲଭାବେ ମିଶାନ୍ତୁ । ଏହପରେ ଇଡଲି ଛାଞ୍ଚ ନେଇ ସେଥିରେ ତେଲ ଲଗାଇ ବ୍ୟାଟରକୁ ଢାଳନ୍ତୁ । ଏହପରେ ଇଡଲି ଛାଞ୍ଚରେ ପାଣି ଦେଇ ୧୫ ମିନିଟ ଷ୍ଟିମ କରନ୍ତୁ । ୧୫ ମିନିଟ ପରେ ଇଡଲି ବାହାର କରି ଚଟଣୀ କିମ୍ବା ସମ୍ବର ସହିତ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More