Only for Entertainment

ଇମରାନ ତାହିର ବନିଲେ ‘ସିମରନ’, ଶାହରୁଖଙ୍କ ପଛରେ ଲଗାଇଲେ ଦଉଡ ତ ଘଟିଲା କିଛି ଏଭଳି , ଦେଖନ୍ତୁ !

36

ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପରକିଙ୍କ କୋଲକାତା ନାଇଟ ରାଇଡର୍ସକୁ ୫ଟି ୱିକେଟରେ ହରାଇ ଦେଇଛି । ଇମରାନ ତାହିର ୪ଟି ୱିକେଟ ନେଇ ଟିମକୁ ଜିତାଇ ଦେଇଥିଲେ । ଚେନ୍ନାଇ ସୁପର କିଙ୍ଗ ୮ଟି ମ୍ୟାଚରେ ୭ଟି ଜିତି ତାଲିକାରେ ନିଜ ସ୍ଥାନ ମଜଭୂତ କରିଛନ୍ତି । କୋଲକାତା ୮ଟି ମ୍ୟାଚରୁ ଏହା ୫ଥର ଏବଂ ଲଗାତାର ୩ୟ ହାର ଅଟେ ।

ଇମରାନ ତାହିର ଜିତିବା ପରେ ଦଉଡ ଲଗାନ୍ତି । ସେ ୱିକେଟ ନେବା ପରେ ନିଆରା ଢଙ୍ଗରେ ଖୁସି ମନାନ୍ତି । ଯାହାକୁ ନେଇ ଫ୍ୟାନ୍ସ ମାନେ କିଛି ମିମ୍ସ ବନାନ୍ତି । ଯାହାକୁ ଦେଖି ଇମରାନ ତାହିର ମଧ୍ୟ ଉପଭୋଗ କରନ୍ତି ।

ଇମରାନ ତାହିରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଶାହରୁଖଙ୍କ ପଛରେ ଦୌଡୁଥିବାର ନଜର ଆସିଛନ୍ତି । ଏହି ଫଟୋରେ ସୀମରନ ତଥା କାଜୋଲଙ୍କ ସ୍ଥାନରେ ଇମରାନ ଦୌଡୁଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଇମରାନ ଜବରଦସ୍ତ ପ୍ରତିକ୍ରିୟା ରଖିଛନ୍ତି । ଇମରାନ ହସି ହସି କହିଛନ୍ତି ଯେ ଫଟୋକୁ ଦେଖି ଲାଗୁଛି ଯେ ସେ ଶାହାରୁଖଙ୍କୁ ଧରି ପକାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More