Only for Entertainment

ସ୍ଥିର ହେଲା ଆନନ୍ଦ ପିରମଲ ଏବଂ ଈଶା ଅମ୍ବାନୀଙ୍କ ବିବାହ ତାରିଖ, ଜାଣନ୍ତୁ !

67

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିରେ ଗଣା ମୁକେଶ ଅମ୍ବାନୀଙ୍କ ଘରେ ଖୁବ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି । ମୁକେଶ ଏବଂ ନୀତା ଅମ୍ବାନୀଙ୍କ ଝିଅ ଈଶାଙ୍କ ବିବାହ ଭାରତର ଜଣେ ବଡ ବ୍ୟବସାୟୀ ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କ ସହ ଚଳିତ ବର୍ଷ ଡିସେମ୍ବର ୧୨ରେ ହେବାକୁ ଯାଉଛି ।

ଅମ୍ବାନୀ ପରିବାର ପ୍ରଥମ ନିମନ୍ତ୍ରଣ ଦେବା ଲାଗି ସିଦ୍ଧି ବିନାୟକ ମନ୍ଦିର ଯାଇଥିଲେ ଗତକାଲି । ଏଠାରେ ଆମେ କହି ରଖୁଛୁ ଯେ ଈଶା ଏବଂ ଆନନ୍ଦ ପିରାମଲ ପୂର୍ବରୁ ବନ୍ଧୁ ଥିଲେ ଏବଂ ବିଗତ ମାସ ସେପ୍ଟେମ୍ବରରେ ଈଶା ଅମ୍ବାନୀ ଏବଂ ଆନନ୍ଦ ପିରାମଲଙ୍କ ନିର୍ବନ୍ଧ ଇଟଲୀ ଲେକ କମୋରେ ହୋଇଥିଲା । ଏହି ମଉକାରେ ବଲିଉଡର ପ୍ରାୟତଃ କଳାକାର ଯୋଗ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More