Only for Entertainment

ଭାଇରାଲ ହେଲା ଈଶାଙ୍କ ନିର୍ବନ୍ଧରେ ପ୍ରିୟଙ୍କାଙ୍କ ଭିଡ଼ିଓ ।

indiatv
0 63

ପ୍ରିୟଙ୍କା ଏବଂ ନିକ ପୁଣିଥରେ ଜବରଦସ୍ତ ଲୁକକୁ ନେଇ ସମସ୍ତଙ୍କ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହିଥର ଭାରତ କିମ୍ବା ଆମେରିକାରେ ନୁହେଁ ବରଂ ଇଟାଲୀରେ ଈଶା ଅମ୍ବାନୀଙ୍କ ରିଙ୍ଗ୍ ଏକ୍ସଚେଂଜ ସେରମନିରେ । ତେବେ ଉଭୟଙ୍କର ଫଟୋ ଇଂଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ମନୀଷ ମଲହୋତ୍ରାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏଥନିକ ଡ୍ରେସରେ ନଜର ଆସିଛନ୍ତି ଏହି ବିୟୁଟିଫୁଲ ଯୋଡ଼ି । ପ୍ରିୟଙ୍କା ଶାଢୀରେ ନଜର ଆସିଥିବା ବେଳେ ନିକ ଟ୍ରାଡିସନାଲ ଆଉଟଫିଟରେ ନଜର ଆସିଛନ୍ତି । ଦୁଇ ଜଣଙ୍କ ସହ ଡିଜାଇନର ମନୀଷ ମଲହୋତ୍ରା ମଧ୍ୟ ନଜର ଆସିଛନ୍ତି ।

 

ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହତାଙ୍କ ନିର୍ବନ୍ଧ ପରେ ଈଶା ଅମ୍ବାନୀଙ୍କ ନିର୍ବନ୍ଧ ନିହାତି ଭାବରେ ଅମ୍ବାନୀ ପରିବାର ପାଇଁ ଏକ ନୂଆ ବର୍ଷର ଖୁସି ଆଣିଦେଇଛି । କେବଳ ପର୍ବ ହିଁ ପର୍ବ । ଆନନ୍ଦ ପିରାମଲଙ୍କ ସହିତ ଈଶାଙ୍କ ରିଙ୍ଗ ଏକ୍ସଚେଂଜ କରିବା ନିହାତି ଭାବରେ ଦୁଇ ପରିବାରଙ୍କ ପାଇଁ ଏକ ଭିନ୍ନ ଧରଣର ଆନନ୍ଦ ଉଲ୍ଲାସ ଆଣିଦେବ ।

କେବଳ ପ୍ରିୟଙ୍କା ନୁହଁନ୍ତି ବ୍ଲାକ ରଙ୍ଗର ଡ୍ରେସ ଏବଂ ରେଡ ଲିପରେ ନଜରରୁ ବାଦ ପଡ଼ିଲେନି ଜାହ୍ନବୀ କପୁର । ଏହି ଡ୍ରେସଅପରେ ସବୁଥର ଭଳି ଏହିଥର ମଧ୍ୟ ସେ ଖୁବ ଷ୍ଟନିଙ୍ଗ ଲାଗୁଛନ୍ତି । ତାଙ୍କର ଏହି ଫଟୋ ଇଂଷ୍ଟାଗ୍ରାମର ଲୁକକୁ ଅଧିକ ଆଇଲାଇଟ କରିଦେଇଛି । ଅନିଲ କପୁର ମଧ୍ୟ ସେଠାରେ ପହଂଚିଥିବା ନଜର ଆସିଛନ୍ତି ।

 

 

View this post on Instagram

 

When in como? @janhvikapoor @nedrettaciroglu

A post shared by Tanya Ghavri (@tanghavri) on

 

View this post on Instagram

 

A post shared by Tanya Ghavri (@tanghavri) on


ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ହସୁଥିବାର ନଜର ଆସିଛନ୍ତି । ତେବେ ସେଠାରେ ୩ ଦିନର ଇଭେଂଟ ହେବ ଏବଂ ରବିବାର ଦିନ ଶେଷ ହେବ ।

 

 

View this post on Instagram

 

“One of the first conditions of happiness is that the link between man and nature shall not be broken.” – Leo Tolstoy

A post shared by anilskapoor (@anilskapoor) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More