Only for Entertainment

ରିଲିଜ ହେଲା ସଲମାନ ଏବଂ ଶାହାରୁଖଙ୍କ ଇସକବାଜି ଗୀତ ।ଏକା ସାଙ୍ଗରେ ଫ୍ରେମ ଶେୟାର କଲେ ଅଭିନେତା ।

timesnow
30

ଶାହାରୁଖ ଏବଂ ସଲମାନଙ୍କୁ ଗୋଟିଏ ଫ୍ରେମରେ ଦେଖିବାର ସୁଯୋଗ ସମସ୍ତଙ୍କୁ ମିଳେନାହିଁ ।ନିକଟରେ ଫିଲ୍ମ ଜିରୋର ଇସକବାଜି ଗୀତରେ ଆପଣଙ୍କୁ ଏହି ସୁଯୋଗ ନିହାତି ମିଳିଯାଇଛି । କେବଳ ଫ୍ରେମ ଶେୟାର କରୁନାହାଁନ୍ତି ବରଂ ଏକା ସାଙ୍ଗରେ ଗୋଡ଼ ମଧ୍ୟ ହଲାଇଛନ୍ତି । ଆଜି ଏହାର ଗୀତ ରିଲିଜ ହେବ ବୋଲି କ୍ୟାଟ୍ରିନା ତାଙ୍କ ଇଂଷ୍ଟା ଆକାଉଂଟରେ ଶେୟାର କରିଥିଲେ,ଯାହାର ସୂଚନା ଆମେ ଆପଣଙ୍କୁ ଦେଇଥିଲୁ । ତେବେ ଆଜି ଏହି ଇସକବାଜି ଗୀତ ରିଲିଜ ହୋଇସାରିଛି । ଯେଉଁଥିରେ ଉଭୟ ସଲମାନ ଓ ଶାହାରୁଖ ସ୍କ୍ରିନ ଶେୟାର କରିଛନ୍ତି । ଗୀତକୁ ଗାଇଛନ୍ତି ସୁଖବିନ୍ଦର ସିଂ ଏବଂ ଦିବ୍ୟକୁମାର ଏବଂ କମ୍ପୋଜ କରିଛନ୍ତି ଅଜୟ ଅତୁଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More