Only for Entertainment

ୟାମିଙ୍କୁ କିସ କରି ଫସି ଯାଇଥିଲେ ଆୟୁଷ୍ମାନ, ପତ୍ନୀ ମାହିରା କରି ଦେଇଥିଲେ ବଡ଼ ଘୋଷଣା

51

ବଲିଉଡ ଆକ୍ଟର ଆୟୁଷ୍ମାନ ଖୁରାନା ଏବେ ତାଙ୍କ ଫିଲ୍ମ ଡ୍ରିମଗର୍ଲ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖାସ କଥା ହେଉଛି ଗତ କିଛି ଦିନ ହେବ ଆୟୁଷ୍ମାନ ଖୁରାନା ନିର୍ମାତାଙ୍କ ପ୍ରଥମ ପସନ୍ଦ ହୋଇ ଯାଇଛନ୍ତି । ଏପର୍ଯ୍ୟନ୍ତ ସେ ଯେତିକି ଫିଲ୍ମରେ କାମ କରିଛନ୍ତି ସବୁ ହିଟ ହୋଇଛନ୍ତି । ଏହା ମଧ୍ୟ ଏକ ଖାସ କଥା ହେଉଛି ଆୟୁଷ୍ମାନଙ୍କ ଫିଲ୍ମ ସିଲେକ୍ସନ ଖୁବ ଭଲ । ଆୟୁଷ୍ମାନଙ୍କ ପ୍ରତ୍ୟେକ ଫିଲ୍ମର କାହାଣୀ ଖୁବ ଭଲ ।

କହିରଖୁଛୁ ଆୟୁଷ୍ମାନଙ୍କ ଏହି ଫିଲ୍ମ ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ରିଲିଜ ହୋଇଛି । ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଆୟୁଷ୍ମାନ କହିଛନ୍ତିଯେ ଫିଲ୍ମ ଭିକ୍କୀ ଡୋନରରେ ୟାମିଙ୍କ ସହିତ କିସିଂ ଦୃଶ୍ୟକୁ ନେଇ ତାଙ୍କ ପତ୍ନୀ ମାହିରା ଓ ତାଙ୍କ ମଧ୍ୟରେ ଦୂରତା ବଢି ଯାଇଥିଲା । କାରଣ ଏହି ସନକୁ ନେଇ ସେ ଖୁବ ଅପସେଟ ହୋଇ ଯାଇଥିଲେ । ଏହା ସହିତ ସେ ଅପସନ ଦେଇଥିଲେ । କିନ୍ତୁ ତାହିରା ଜଣେ କଳାକାର । ତେଣୁ ସେ ଏବେ ମ୍ୟାଚ୍ୟୋର ହୋଇ ଯାଇଛନ୍ତି । ଅବଶ୍ୟ ପରେ ସବୁ ଠିକ ହୋଇଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More