ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛିଦିନ ପତି ନିକ ଜୋନସ ଏବଂ ଶାଶୁଘର ଲୋକଙ୍କ ସହ ମିଆମୀରେ ହଲିଡେ ଉପଭୋଗ କରିଛନ୍ତି । ସୋସିଆଲ ମିଡିଆରେ ଲଗାତାର ଏହି ଯୋଡି ଫଟୋ ଭାଇରାଲ ହେବାରେ ଲାଗିଛି । ନିକଟରେ ପୁଣିଥରେ ପ୍ରିୟଙ୍କା ସେକ୍ସି ଅନ୍ଦାଜରେ ସ୍ୱାମୀଙ୍କ ନଜର ଆସିଥିଲେ ।
ଦେଶୀଗର୍ଲ ସ୍ୱିମ ସୁଟ ସହ ଧଳା ରଂଗର ଡ୍ରେସରେ ଖୁବ ହଟରେ ନଜର ଆସିଥିଲେ । ଏହାସହ ପ୍ରିୟଙ୍କା ଲାଇଟ ମେକଅପ ଏବଂ ନ୍ୟୁଡ ମରୁନ କଲର ଲିପଷ୍ଟିକ ସହ କେଶ ଖୋଲା କରିଥିଲେ । ଯାହା ତାଙ୍କୁ ପରଫେକ୍ଟ ଲୁକ ଦେଉଛି ।
ପ୍ରିୟଙ୍କା ଏହି ସେକ୍ସି ଡ୍ରେସ ବ୍ରାଣ୍ଡ’ର । ଡ୍ରେସ ର ମୂଲ୍ୟ $୧୪୪.୦୦ ଅର୍ଥାତ ୯,୯୮୦ଟଙ୍କା ।
ସେହିଭଳି ନିକ ପିଚ କଲର ଟିସାର୍ଟ ସହ ଗ୍ରେ କଲର ସାର୍ଟ ପ୍ୟାଂଟ ସବୁ ସମୟ ଭଳି ହ୍ୟାଣ୍ଡସମ ନଜର ଆସିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ପ୍ରିୟଙ୍କା ଏବଂ ନିକ ବିବାହ ଡିସେମ୍ବର ୨୦୧୮ରେ ହୋଇଥିଲା ।