Only for Entertainment

ବିଛଣା ଉପରେ କିଛି ଏଭଳି ପୋଜ ଦେବାର ନଜର ଆସିଲେ ଜ୍ୟାକଲିନ, ସାମ୍ନାକୁ ଆସିଲା ଭିଡିଓ !

thehealthsite
0 79

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ରୋମାଂଟିକ ଅନ୍ଦାଜରେ ନଜର ଆସିଛନ୍ତି । ଭିଡିଓରେ ସେ କୌଣସି ଏକ ଇଂରାଜୀ ଗୀତରେ ନିଜର ରୋମାଂଟିକ ପୋଜ ଦେଇଥିବା ନଜର ଆସିଛନ୍ତି । ଜ୍ୟାକଲିନଙ୍କର ଏହି ଅନ୍ଦାଜକୁ ଦେଖିଲେ ଯେ କେହି ବି ତାଙ୍କର ଦିୱାନା ହୋଇଯିବା ସ୍ୱାଭିବିକ । ତାଙ୍କର ସମସ୍ତ ଲୁକ କିଲର ଭଳି ଦିଶୁଛି । ଭିଡିଓରେ ସେ ତାଙ୍କର ହାଲକା ହାଲକା ହସରେ ଫ୍ୟାନ୍ସଙ୍କ ମନ କିଣିନେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ରେସ-୩ର ଫିଲ୍ମରେ ଜ୍ୟାକଲିନ ବ୍ୟସ୍ତ ଅଛନ୍ତି । ଏବେ ସେ ସଲମାନଙ୍କ ସହ କାଶ୍ମୀରରେ ଫିଲ୍ମ ସୁଟିଂ ଶେଷ କରିଛନ୍ତି । ଜ୍ୟାକଲିନଙ୍କ ଏହି ଫିଲ୍ମ ଚଳିତ ବର୍ଷ ୧୫ଜୁନରେ ସମସ୍ତ ସିନେମା ଘରେ ରିଲିଜ ହେବାକୁ ଯାଉଅଛି । ରେସ୩ ପରେ ଜ୍ୟାକଲିନ ତାଙ୍କ ଆଗାମୀ ଫିଲ୍ମ ଡ୍ରାଇଭରେ ନଜର ଆସିବେ । ଏହି ଫିଲ୍ମରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ସହ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରୁଥିବାର ଦେଖିବାକୁ ମିଳିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More