Only for Entertainment

ଏହି ସମ୍ମାନରେ ସମ୍ମାନିତ ହେଲେ ଶ୍ରୀଦେବୀଙ୍କ ଲାଡଲୀ ଜାହ୍ନବୀ,ଇମୋଶନକୁ ରୋକିପାରିଲେ ନାହିଁ ବୋନି ।

sambad
28

ଶ୍ରୀଦେବୀଙ୍କ ଲାଡଲୀ ଜାହ୍ନବୀ ଫିଲ୍ମ ଧଡ଼କରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ସଫଳତାର ସମସ୍ତ କ୍ରେଡିଟ ଯାଉଛି ଶ୍ରୀଦେବୀଙ୍କୁ । ଖୁବ ଚେଷ୍ଟା କରି ସେ ଜାହ୍ନବୀଙ୍କୁ ଏହି ଫିଲ୍ମରେ ଡେବ୍ୟୁ କରାଇଥିଲେ ।

ଜାହ୍ନବୀ ନିଜ ଅଭିନୟ ପାଇଁ ସମସ୍ତଙ୍କ ପ୍ରଶଂସାର ପାତ୍ରୀ ପାଲଟି ପାରିଛନ୍ତି। ଏବେ ତାଙ୍କୁ ତାଙ୍କ ଅଭିନୟ ପାଇଁ ‘ସୁଟିଂ ଷ୍ଟାର୍‌ ଅଫ୍‌ ଦ ଇୟର ୨୦୧୮’ ସମ୍ମାନ ମିଳିଛି । ନର୍‌େଓ୍ଵ ସରକାରଙ୍କ ତରଫରୁ ଜାହ୍ନବୀଙ୍କୁ ଏହି ସମ୍ମାନ ମିଳିଥିବା ଜଣାପଡ଼ିଛି । ଫିଲ୍ମ ‘ଧଡକ’ରେ ତାଙ୍କର ଅଭିନୟରେ ମୁଗ୍ଧ ହୋଇ ରୟାଲ ନର୍‌େଓ୍ଵୟନ ବାଣିଜ୍ୟିକ ଦୂତାବାସର ଜେନେରାଲ ଜାହ୍ନବୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ ।

ଏହି ମୁହୂର୍ତ୍ତର ଖୁସିକୁ ଆଖିର ଲୁହ ମାଧ୍ୟମରେ ଜଣାଇଦେଲେ ଜାହ୍ନବୀଙ୍କ ବାପା ବୋନି କପୁର । ଖୁବ ଭାବ ବିହ୍ୱଳ ହୋଇ ଯାଇଥିଲେ ବୋନି କପୁର । ଅବଶ୍ୟ ଯଦି ଶ୍ରୀଦେବୀ ଆଜି ସେମାନଙ୍କ ଗହଣରେ ଥାଆନ୍ତେ ତେବେ ସେ ମଧ୍ୟ ଖୁବ ଖୁସି ହୋଇଥାନ୍ତେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More