Only for Entertainment

ଆଶୀର୍ବାଦ ପାଇଁ ସ୍ୱର୍ଣ୍ଣ ମନ୍ଦିରରେ ପହଂଚିଲେ ଜାହ୍ନବୀ

instagram
38

ପଂଜାବ ସ୍ୱର୍ଣ୍ଣ ମନ୍ଦିରରେ ପହଁଚି ଆଶୀର୍ବାଦ ଭିକ୍ଷା କଲେ ଅଭିନେତ୍ରୀ ଜାହ୍ନବୀ କପୁର ।ଦୋସ୍ତାନା ଟୁର ପ୍ରଥମ ଭାଗ ସୁଟିଂ ପଂଜାବରେ ଆରମ୍ଭ ହୋଇଛି ।ତେବେ ସୁଟିଂ ଆରମ୍ଭ ପୂର୍ବରୁ ଜାହ୍ନବୀ ସ୍ୱର୍ଣ୍ଣମନ୍ଦିରରେ ପହଁଚି ଆଶୀର୍ବାଦ ଭିକ୍ଷା କରିଛନ୍ତି ।ଏଠାରେ ବିତାଇଥିବା ଖାସ ସମୟର ଫଟୋକୁ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ସାଧା ସିଧା ଗେଟଅପରେ ଜାହ୍ନବୀ ବିଭିନ୍ନ ଫଟୋ ପୋଜ ଦେଇଛନ୍ତି । ଦୋସ୍ତାନା ଟୁ ନିର୍ଦ୍ଦେଶକଙ୍କ ସହ ମଧ୍ୟ ଫଟୋରେ ଏକାଠି ନଜର ଆସିଛନ୍ତି ଅଭିନେତ୍ରୀ ।

 

View this post on Instagram

 

🙏🏼

A post shared by Janhvi Kapoor (@janhvikapoor) on


ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସେ ଖୁବଶୀଘ୍ର ଗୁଂଜନ ସକସେନା ଏବଂ କରଣ ଜୋହରଙ୍କ ତଖତରେ ନଜର ଆସିବେ । ଏହା ସହିତ ଦୋସ୍ତାନା ଟୁରେ ମଧ୍ୟ ଜାହ୍ନବୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More