Only for Entertainment

ଖୁସୀଙ୍କ ଜନ୍ମଦିନରେ ଜାହ୍ନବୀ ଏହିଭଳି କଲେ ଜନ୍ମଦିନ ଶୁଭେଚ୍ଛା !

29

ବୋନି କପୂର ଏବଂ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଓ ଖୁସି ସବୁବେଳେ ନିଜର ଭଲ ବଣ୍ଡ ସେୟାର କରନ୍ତି । ସବୁ ଭାଇ ଭଉଣୀଙ୍କ ଭଳି ମସ୍ତି କରନ୍ତି । ଆଜି ଖୁସୀଙ୍କ ବର୍ଥଡେ ରେ ଜାହ୍ନବୀ ପିଲାଦିନର ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ଦୁହିଁଙ୍କ ଦୁଷ୍ଟାମୀ ଦେଖିବାକୁ ମିଳିଛି ।


ଖୁସୀଙ୍କ ଜନ୍ମଦିନ ମଉକାରେ ଜାହ୍ନବୀ ଏହି ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସେ ଖୁସୀଙ୍କୁ ଧରି ଜବରଦସ୍ତି ଡ୍ୟାନ୍ସ କରେଇବା ପାଇଁ ଚେଷ୍ଟା କରୁଛନ୍ତି । ଭିଡ଼ିଓ ସେୟାର କରି ଜାହ୍ନବୀ କ୍ୟାପସନ ଲେଖିଛନ୍ତି ଯେ ସେ ଖୁସୀଙ୍କୁ ଏତେ ଭଲପାଆନ୍ତି ଯେ ଖୁସୀ କଳ୍ପନା ବି କରିପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More