Only for Entertainment

ଦ ଗିଲ୍ଟିର ରିମେକରେ ନଜର ଆସିବେ ଜ୍ୟାକ ଗିଲେନହାଲ, ଖୁବ ଶୀଘ୍ର ଆରମ୍ଭ ହେବ ସୁଟିଂ ।

Variety
35

ନାଇଟ କ୍ରୁବର, ପିଜନର ଏବଂ ଷ୍ଟ୍ରଙ୍ଗର ଭଳି ଫିଲ୍ମରେ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଥିବା କଳାକାର ଜ୍ୟାକ ଗିଲେନହାଲ ଏବେ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଖୁଲାସା ହୋଇଛି ଯେ ଏହା ଓସ୍କାର ବିଜେତା ଫିଲ୍ମ ଦ ଗିଲ୍ଟିରେ ନଜର ଆସିବେ । ଖବର ମୁତାବକ ଦ ଗିଲ୍ଟି ‘ ଫିଲ୍ମର ରିମେକକୁ ପ୍ରଡ୍ୟୁସ କରିବେ ରିବା ମାର୍କର ।

ଏଠାରେ ଆମେ କହି ରଖୁଛୁ ଯେ ଏହା ଏକ ପୁଲିସ ଅଫିସରଙ୍କ କାହାଣୀ ଉପରେ ଆଧାରିତ, ଯିଏକି ପୁଲିସ କଂଟୋଲ ରୁମରେ ବସିଥିବା ବେଳେ ଜଣେ କିଡନାପ ହୋଇଥିବା ମହିାଙ୍କ ଫୋନ ଆସୁଛି ଏବଂ ପୁଲିସ ଜଣକ ସେହିଠାରେ ବସି କିଭଳି ମହିଳା ଜଣଙ୍କୁ ବଂଚାଇବା ପାଇଁ ଯୋଜନା ଚଲାଇଛନ୍ତି । ଏହି ଫିଲ୍ମକୁ ଚଳିତ ବର୍ଷ ସନଡାଂସ ଫିଲ୍ମ ଫେଷ୍ଟିଭାଲରେ ୱାର୍ଲ୍ଡ ସିନେମା ଅଡିୟନ୍ସର ଟାଇଟଲ ମିଳି ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More