Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଜିଲାପି

stroryan
48

ପ୍ରଥମେ ଏକ ପାତ୍ରରେ ଏକ କପ ମଇଦା, ଏକ ଛୋଟ ଚାମଚ ବେକିଂ ପାଉଡର, ଅଧ କପ ଦହି ଓ ଅଧ କପ ପାଣି ଅଳ୍ପ ଅଳ୍ପ କରି ମିଶାନ୍ତୁ । ଧ୍ୟାନ ରଖନ୍ତୁ ବ୍ୟାଟର ଯେପରି ମୋଟା କିମ୍ବା ପତଳା ହେବ ନାହିଁ । ବର୍ତ୍ତମାନ ଏକ କଡ଼ାଇ ଗରମ କରି ଚିନି ଶିରା ପ୍ରସ୍ତୁତ କରନ୍ତୁ । ସେଥପାଇଁ କଡ଼ାଇରେ ଚିନି ଓ ପାଣି ପକାନ୍ତୁ । ତରଳିବା ପରେ କେଶର କିମ୍ବା ଫୁଡ ରଙ୍ଗ ପକାଇ ପାରିବେ । ଏହାପରେ ଗୁଜୁରାତି ଗୁଣ୍ଡ ପକାନ୍ତୁ । । ଏହା ମଧ୍ୟରେ ରଥିଥିବା ବ୍ୟାଟରକୁ କୌଣସି ପଲିଥିନରେ କୋନ ଭଳି କରି ବ୍ୟାଟରକୁ ତାହା ମଧ୍ୟରେ ରଖନ୍ତୁ ଓ ଜିଲାପି ଆକୃତିର କରି ଛାଣନ୍ତୁ । ଅନ୍ୟ ଏକ କଡ଼ାଇରେ ତେଲ ଗରମ କରି ଛାଣନ୍ତୁ । ତାହାକୁ ଶିରାରେ ପକାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More